ବିଶ୍ୱ ଟେଲିଭିଜନ ଦିବସ ୨୦୨୫ : ସାରା ଭାରତରେ ୨୩୦ ନିୟୁତ ପରିବାରକୁ ସଂଯୋଗ କରୁଛି

● ଭାରତର ଟେଲିଭିଜନ ନେଟୱାର୍କ ସାରା ଦେଶରେ ୨୩୦ ନିୟୁତ ପରିବାରରେ ୯୦୦ ନିୟୁତ ଦର୍ଶକଙ୍କୁ ସଂଯୋଗ କରୁଛି ।● ମାର୍ଚ୍ଚ ୨୦୨୫ ସୁଦ୍ଧା ୯୧୮ଘରୋଇ ସାଟେଲାଇଟ୍ ଚ୍ୟାନେଲ୍ କାର୍ଯ୍ୟକ୍ଷମ, ଯାହା ଏକ ଦୃଢ଼ ପ୍ରସାରଣ ଇକୋସିଷ୍ଟମକୁ ପ୍ରତିଫଳିତ କରୁଛି ।● ଦେଶବ୍ୟାପୀ ୬.୫ କୋଟି ଡିଡି ମାଗଣା ଡିସ୍
Read More...

ଆଇଏଫଏଫଆଇରେ ଆରମ୍ଭ ହେଲା କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମୋରୋର ପଞ୍ଚମ ସଂସ୍କରଣ

• ସୃଜନଶୀଳ ପ୍ରତିଭା ପ୍ରଦର୍ଶନ କରିବା ଲାଗି ଏକାଠି ହେଲେ ପରବର୍ତ୍ତୀ ପିଢ଼ିର ନିର୍ମାତା• କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମୋରୋ କେବଳ ଚଳଚ୍ଚିତ୍ର ନିର୍ମାଣ ନୁହେଁ, ବରଂ ଏହା ଦେଶର ସୃଜନଶୀଳ ଭବିଷ୍ୟତକୁ ଆକାର ଦେବ : କେନ୍ଦ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ• ଏଥିରେ ଅଂଶଗ୍ରହଣ କରିଥିବା
Read More...

୪ଟି ଶ୍ରମ ସଂହିତାର କାର୍ଯ୍ୟକାରିତାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

• ସ୍ୱାଧୀନତା ପରଠାରୁ ଏହା ସବୁଠାରୁ ବ୍ୟାପକ ଓ ପ୍ରଗତିଶୀଳ ଶ୍ରମିକ ଆଧାରିତ ସଂସ୍କାର ମଧ୍ୟରୁ ଅନ୍ୟତମ ଏବଂ ଏହା ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହିତ କରେ : ପ୍ରଧାନମନ୍ତ୍ରୀ• ଏହି ସଂହିତାଗୁଡ଼ିକ ସାର୍ବଜନୀନ ସାମାଜିକ ସୁରକ୍ଷା ପାଇଁ ଏକ ଦୃଢ଼ ଭିତ୍ତିଭୂମି ଭାବରେ କାର୍ଯ୍ୟ କରିବ :
Read More...

ସିୟୁଓ ଓ ୟୁନିସେଫ୍ ମିଳିତ ଭାବେ କରିବେ ‘ଜନଜାତୀୟ ସଞ୍ଚାର କେନ୍ଦ୍ର’

ଜନଜାତୀୟ ଅଧିକାର ଓ ପ୍ରତିନିଧିତ୍ୱକୁ ସୁଦୃଢ କରିବାରେ ଏହା ଏକ ଐତିହାସିକ ପଦକ୍ଷେପ : କୁଳପତି, ସିୟୁଓ କୋରାପୁଟ, (ପିଆଇବି) : ଓଡିଶାର ସମ୍ପନ୍ନ ଆଦିବାସୀ ସଂସ୍କୃତି, ପାରମ୍ପରିକ ଜ୍ଞାନ ଓ ସମୁଦାୟର କଥାକୁ ମୁଖ୍ୟଧାରାରେ ଆଣିବା ପାଇଁ କେନ୍ଦ୍ରୀୟ ଓଡ଼ିଶା ବିଶ୍ଵବିଦ୍ୟାଳୟ (ସିୟୁଓ),
Read More...

ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୩୦ତମ ବାର୍ଷିକ କ୍ରୀଡ଼ା ଉଦଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ପ୍ରତିଷ୍ଠିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୩୦ତମ ବାର୍ଷିକ କ୍ରୀଡ଼ା ଉଦଘାଟିତ ହୋଇଯାଇଛି । ଛତ୍ରପୁର ମୁଖ୍ୟଷ୍ଟାଡିୟମ୍ ପରିସରରେ ଆୟୋଜିତ କ୍ରୀଡ଼ା ସମାରୋହରେ ସହକାରୀ ଜିଲ୍ଲାପାଳ ଅପୂର୍ବ ରଞ୍ଜନ ଆଏଚ୍ ମୁଖ୍ୟଅତିଥି ରୂପେ ଯୋଗଦେଇ
Read More...

ସର୍ବଭାରତୀୟ କେନ୍ଦ୍ର ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଘର ଅଧିବେଶନ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଆଜି ସର୍ବଭାରତୀୟ କେନ୍ଦ୍ର ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଘର ତୃତୀୟ ଦ୍ଵିବାର୍ଷିକ ଅଧିବେଶନ ସଭାପତି ବିଜୟ କୁମାର ପୁରୋହିତଙ୍କ ସଭାପତିତ୍ୱରେ ସ୍ଥାନୀୟ ଶବରୀ ନାରାୟଣ ଧର୍ମଶାଳା ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଶ୍ରୀ ସାଇନାଥ
Read More...

ଷ୍ଟର୍ମ ୱାଟର ଡ୍ରେନେଜ୍ ସିଷ୍ଟମ୍ ପ୍ରକଳ୍ପର ମାଷ୍ଟର୍ ପ୍ଲାନ୍ ପାଇଁ ବୁଝାମଣା ପତ୍ର ସ୍ଵାକ୍ଷରିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଡ୍ରେନେଜ୍ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ତଥା ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ସକାଶେ ଖୁବ୍ ଶୀଘ୍ର ଷ୍ଟର୍ମ ୱାଟର ଡ୍ରେନେଜ୍ ସିଷ୍ଟମ୍ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଏଥି ପୂର୍ବରୁ ପ୍ରକଳ୍ପର ମାଷ୍ଟର୍ ପ୍ଳାନ୍ ଓ ସବିଶେଷ
Read More...

ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ସଚିବଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ରାଜ୍ୟ ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ କମିଶନର ଏସ୍ ଏନ ଗିରିଶ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରିଥିଲେ । ଏହି ଅବସରରେ ସେ ସୋନପୁର ପଞ୍ଚାୟତ ସମିତି ଅନ୍ତର୍ଗତ କଳାପଥର ଗ୍ରାମ ପଞ୍ଚାୟତର ନନ୍ଦନମାଲ ଠାରେ ନିର୍ମାଣାଧୀନ ୱାଟର ଟ୍ରିଟମେଣ୍ଟ
Read More...

ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

ନୂଆଦିଲ୍ଲୀ, (ପିଆଇବି) : ମୁଁ ଦକ୍ଷିଣ ଆଫ୍ରିକାର ଅଧ୍ୟକ୍ଷତାରେ ଜୋହାନ୍ସବର୍ଗରେ ଅନୁଷ୍ଠିତ ହେବାକୁ ଥିବା ବିଂଶତମ ଜି-୨୦ ନେତାଙ୍କ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ମହାମହିମ ସିରିଲ୍ ରାମାଫୋସାଙ୍କ ନିମନ୍ତ୍ରଣ କ୍ରମେ ୨୧-୨୩ ନଭେମ୍ବର, ୨୦୨୫ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଗସ୍ତ କରୁଛି ।
Read More...

ରାଜ୍ୟସ୍ତରୀୟ ଜୁନିୟର ଖୋ-ଖୋ ଚମ୍ପିୟାନସିପ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ତା.୨୭.୧୧.୨୦୨୫ରୁ ତା.୨୮.୧୧.୨୦୨୫ ଦୁଇ ଦିନ ଧରି ଜଗନ୍ନାଥ ସ୍ପୋର୍ଟ କମ୍ପେ୍ଲକ୍ସ ପୁରୀ ଠାରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆସନ୍ତା ତା.୨୩.୧୧.୨୦୨୫ ରବିବାର ଦିନ ପୁରୁଷ ଓ ମହିଳା ବର୍ଗ, କନିଷ୍ଠ
Read More...