ବଙ୍ଗୋମୁଣ୍ଡାରେ ସାଇବର ସୁରକ୍ଷା ଅଭିଯାନ ସଚେତନତା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବଙ୍ଗୋମୁଣ୍ଡା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହୃଦୟବାନ ଛତ୍ରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ପୁଇଁତଲା ବ୍ଲକ ସ୍ତରୀୟ ଫୁଟବଲ ଚୟନ ଶିବିର

"ଫୁଟବଲ ଖେଳ ଆମକୁ ଏକତା ଶିକ୍ଷା ଦିଏ" ପୁଇଁତଲା, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡ଼ା ଖେଳ ପଡିଆ ଠାରେ ୧୭ବର୍ଷରୁ କମ ବାଳକ ଓ ବାଳିକା ମାନଙ୍କର ବ୍ଲକ ସ୍ତରୀୟ ଫୁଟବଲ ଖେଳାଳି ଚୟନ ଶିବିର ଅନୁଷ୍ଠିତ ହୋଇଥିଲା । ବ୍ଲକର ୪ଟି ଜୋନ ବିଲେଇସର୍ଡା, ବହଲପଦର,
Read More...

ତହଁକ୍‌ କୁଟୁମ୍‌ର କୋସଲି କବିତା ଆସର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଦିନ ଅବସରରେ ସ୍ଥାନୀୟ ସୈନିକ ଭବନ ଠାରେ ତହଁକ୍‌ କୁଟୁମ୍‌ ତରଫରୁ କୋସଲି କବିତା ଆସର ଅନୁଷ୍ଠିତ ହୋଇଯାଇଛି । କବି ଆନନ୍ଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆସରରେ ମୁଖ୍ୟ ଅତିଥି ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ୍, ହାସ୍ୟ ଅଭିନେତା
Read More...

ବଲାଙ୍ଗିର ଦିନ ଉଧେ ନୃତ୍ୟ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପି ପି ଏକାଡେମୀ ଠାରେ ବଲାଙ୍ଗୀରିଏନ ଧାଙ୍ଗରୀ ଗୃପ ତରଫରୁ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଚାରକ ଭାବରେ ସଙ୍ଗୀତା ଦାସ, ରେସମା ଦାସ, ଜିତ ସୁନା ଉପସ୍ଥିତ ଥିଲେ । ଅତିଥି ଭାବେରେ ଗୋପାଳଜୀ ପାଣିଗ୍ରାହୀ, ପ୍ରତାପ ରଥ,
Read More...

ବିଶେଷ ରଚନା ସନ୍ଧ୍ୟାରେ “ପ୍ରଣାମ ରାଜେନ୍ଦ୍ର” ଶୀର୍ଷକ ସ୍ମୃତି ଓ ଅନୁଭୂତିର ଭାବ ବିନିମୟ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : କବି ରାଜେନ୍ଦ୍ର କିଶୋର ପଣ୍ଡା ନିଜ ଜୀବନର ବିପୁଳ ଅନୁଭୂତିକୁ ନେଇ ବିବିଧ ଭାବଭରା କବିତା ରଚନା କରିଛନ୍ତି । ଜୀବନ ଦର୍ଶନରେ ପରିପୂର୍ଣ୍ଣ ତାଙ୍କ କବିତାସମୂହକୁ ପଢ଼ି ଜଣେ ଭାବଗ୍ରାହୀ ପାଠକ ତହିଁରେ ତଲ୍ଲୀନ ହେବା ସହ ନିଜକୁ ଓ ଜଗତକୁ ଏକ ଭିନ୍ନ ଦୃଷ୍ଟିରେ
Read More...

ବାଲିଗୁଡାରେ କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ଅବ୍ୟାହତ : ଜୀବନ ଯାତ୍ରା ବ୍ୟାହତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଦକ୍ଷିଣ-ପଶ୍ଚିମ ଏବଂ ଏହାର ପାର୍ଶ୍ବବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ସୋମବାର ସକାଳେ ସାମୁଦ୍ରିକ ଝଡ଼ ‘ମନ୍ଥା’ରେ ପରିଣତ ହୋଇଛି । ମଙ୍ଗଳବାର ଦିନ ‘ମୋନ୍ଥା’ ସମୁଦ୍ରରୁ ଅଧୁକ ବଳ ଗୋଟାଇ ଭୀଷଣ
Read More...

କେଶବ ନଗର ଶାଖାର ବାଲ୍ମୀକି ଜୟନ୍ତୀ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ କେଶବ ନଗର ଶାଖା ତରଫରୁ ତୁମକେଲା ଶ୍ରୀଜଗନ୍ନାଥ ମନ୍ଦିରରେ ବାଲ୍ମୀକି ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ନିର୍ମଳ ମୁଣ୍ଡା ୱେଲଫେୟାର ଟ୍ରଷ୍ଟ ତୁମକେଲା ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେଶବ ଶାଖାର
Read More...

ଖଲ୍ଲିକୋଟ ସହରରେ ଡକ୍ଟର ଏ.ପି.ଜେ. ଅବଦୁଲ୍ କାଲାମ୍ ଟ୍ରଷ୍ଟର ବାର୍ଷିକ ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଡକ୍ଟର ଏ.ପି.ଜେ. ଅବଦୁଲ୍ କାଲାମ୍ ଜନକଲ୍ୟାଣ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ରବିବାର ଖଲ୍ଲିକୋଟର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଖଲ୍ଲିକୋଟର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର
Read More...

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପାଇଲା ଆର୍ମି ଜେନେରାଲ୍‌ଙ୍କ ପ୍ରଶଂସା ପତ୍ର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଅବସ୍ଥାପିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଜିଲ୍ଲାର ଅଗ୍ରଣୀ ସରକାରୀ କଲେଜ ଅଟେ । ଏହି କଲେଜକୁ ଜଣେ ମେଜର ଜେନେରାଲଙ୍କ ଠାରୁ ମିଳିଛି, ଏକ ପ୍ରଶଂସାର ବାର୍ତ୍ତା । ସୂଚନା ଥାଉକି, ଏହି କଲେଜର
Read More...

କବି, ସାହିତ୍ୟିକ, ଶିକ୍ଷକ ଭାସ୍କର ଚନ୍ଦ୍ର ସାହୁଙ୍କ ଦେହାନ୍ତ : ବିଭିନ୍ନ ମହଲରେ ଶୋକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭାସ୍କର ଚନ୍ଦ୍ର ସାହୁଙ୍କ ଅସୁସ୍ଥତା ଭିତ୍ତିରେ ବାର୍ଦ୍ଧକ୍ୟଜନିତ କାରଣରୁ ୭୮ ବର୍ଷ ବୟସରେ ତାହାଙ୍କ ନିଜସ୍ଵ ବାସଭଵନରେ ପରଲୋକ ହୋଇଯାଇଛି । ସେ ଜଣେ
Read More...