ତିରୁପତି ମନ୍ଦିର ଅଧିକାରୀଙ୍କ ଘରୁ କୋଟି କୋଟିର ସମ୍ପତ୍ତି ଜବତ

୨ କେଜି ସୁନା, ୬.୫ କେଜି ରୂପା ସହ ୧୨ ଲକ୍ଷ ନଗଦ ଜବତ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ତିରୁମାଲା ତିରୁପତି ବାଲାଜୀ ସ୍ୱାମୀଙ୍କ ସୁନା ରୂପା ଅଳଙ୍କାର ସହ କୋଟି କୋଟି ଟଙ୍କାର ସମ୍ପତ୍ତି ମନ୍ଦିର ଅଧିକାରୀଙ୍କ ଘରୁ ଜବତ କାଲା ଆନ୍ଧ୍ର ପୋଲିସ । ଘଟଣା ରୁ ପ୍ରକାଶ ଯେ, ବୁଧବାର
Read More...

ଋଷିକୁଲ୍ୟା ନଦୀଗଣ୍ଡରେ ବୁଡ଼ି ଯୁବକ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ତହସିଲ ଅନ୍ତର୍ଗତ ଶିକିରି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଋଷିକୁଲ୍ୟା ନଦୀ କୂଳରେ ଗଭୀର ବାଲି ଗର୍ତ୍ତରେ ଅତଡ଼ା ଖସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ଯୁବକ ହେଲେ ବ୍ରହ୍ମପୁରର ୨୬ ବର୍ଷୀୟ
Read More...

ଜିଲ୍ଲା ସିନିୟର ନକ୍‌ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ତୃତୀୟ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଚାଲିଥିବା ଫୁଟବଲ ଖେଳ ୮ଟି ପଡିଆରେ ହୋଇଯାଇଛି । ଚୁଡାପାଲି ହାଇସ୍କୁଲ ପଡିଆରେ ନକଟାସର ୨-୦ ଗୋଲରେ ରେଙ୍ଗଟାସିଲକୁ ଓ ଗର୍ଜନ ୧-୦ ଗୋଲରେ ଚୁଡାପାଲିକୁ ହରାଇ ବିଜୟୀ ହେଲା । ଅତିଥି ଭାବେ ପୂର୍ବତନ ଖେଳାଳି
Read More...

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ୧୮ତମ ବଳିଦାନ ଦିବସ ପାଇଁ ଜାଲେଶପଟ୍ଟାରେ ପହଞ୍ଚିଲେ ବହୁ ସାଧୁସନ୍ଥ : ସମଗ୍ର ଜିଲ୍ଲା ସମେତ…

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଶୁକ୍ରବାର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୮ତମ ବଳିଦାନ ଦିବସ ପାଳନ ପାଇଁ ଜାଲେଶପଟ୍ଟା ସଂସ୍କୃତ କନ୍ୟାଶ୍ରମ ଉତ୍ସବ ମୁଖର ହୋଇ ଉଠିଛି । ବିଶ୍ଵହିନ୍ଦୁ ପରିଷଦର ବିଭିନ୍ନ ଅଞ୍ଚଳରୁ ସାଧୁସନ୍ଥ ମାନେ ଆସି ପହଞ୍ଚିଗଲେଣି । ଆଶ୍ରମ ପରିସର ଏବେ
Read More...

ଜାତୀୟ ସମ୍ମାନରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶୈକ୍ଷିକ ଅଗ୍ରଗତି ପାଇଁ ଶିକ୍ଷା କ୍ଷେତ୍ରରେ ନୂତନ ପଦକ୍ଷେପ ଗ୍ରହଣ କରିଥିବାରୁ ଜାତୀୟ ଶୈକ୍ଷିକ ଯୋଜନା ଓ ପ୍ରଶାସନ ବିଶ୍ୱବିଦ୍ୟାଳୟ (ଏନ୍‌ଆଇଇପିଏ) ଦିଲ୍ଲୀ ତରଫରୁ ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକର ପୂର୍ବତନ ଗୋଷ୍ଠୀ ଶିକ୍ଷକ୍ଷ ଅଧିକାରୀ ତଥା ବର୍ତମାନ
Read More...

କର୍ଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଲକି ପଞ୍ଚାୟତ କର୍ଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁରିବାହାଲ ବ୍ଲକର ବିଭିନ୍ନ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରୁ
Read More...

ସାଲେପଡାରୁ ନିଖୋଜ ଭିନ୍ନକ୍ଷମ ନାବାଳକଙ୍କ ମୃତଦେହ କୂଅରୁ ଉଦ୍ଧାର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚଣାବାହାଲ ପଞ୍ଚାୟତ ସାଲେପଡ଼ା ଗ୍ରାମରୁ ବୁଧବାର ଦିନ ଅପରାହ୍ନରୁ ନିଖୋଜ ଥିବା ଜଣେ ଭିନ୍ନକ୍ଷମ ନାବାଳକଙ୍କ ମୃତଦେହ ଗୁରୁବାର ଗାଁର ଏକ କୂଅରୁ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ସାଲେପଡ଼ା ଗ୍ରାମର
Read More...

ବ୍ରହ୍ମପୁର ନାଳନ୍ଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଥାୟୀ ଲୋକ ଅଦାଲତ ସମ୍ପର୍କିତ ଆଇନ ସଚେତନତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମ ପକ୍ଷରୁ ବ୍ରହ୍ମପୁର ସ୍ଥିତ ନାଳନ୍ଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଥାୟୀ ଲୋକ ଅଦାଲତ ସମ୍ପର୍କିତ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମର
Read More...

ଏନ୍‌ଆଇଟି ରାଉରକେଲାର ବଡ଼ ସଫଳତା : ଇଭି ବ୍ୟାଟେରୀର ଆୟୁ ବଢ଼ାଇବ ନୂଆ ହାଇବ୍ରିଡ୍ ସିଷ୍ଟମ

ରାଉରକେଲା, (ସସ୍ମିତା ପ୍ରଧାନ) : ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରରେ ଏନ୍‌ଆଇଟି ରାଉରକେଲାକୁ ମିଳିଛି ବଡ଼ ସଫଳତା । ଇଲେକ୍ଟ୍ରିକ୍ ଗାଡ଼ିର ବ୍ୟାଟେରୀର ଆୟୁ ଓ ଦକ୍ଷତା ବଢ଼ାଇବା ପାଇଁ ଅନୁଷ୍ଠାନ ପକ୍ଷରୁ ବିକଶିତ ହୋଇଛି ଏକ ଅତ୍ୟାଧୁନିକ ହାଇବ୍ରିଡ୍ ଏନର୍ଜି ଷ୍ଟୋରେଜ୍ ସିଷ୍ଟମ୍ । ଏହି ନୂଆ
Read More...

ଟିଟିଲାଗଡ଼ରେ ଜିଲ୍ଲାସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା : ପେନାଲଟିରେ ଖଜୁରପଡ଼ା ଓ ଜଗୁଆ ବିଜୟୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଷ୍ଟାଡିୟମରେ ଜମୁଛି ବଲାଙ୍ଗିର ଜିଲ୍ଲା ସିନିୟର ଡିଷ୍ଟ୍ରିକ୍ଟ ନକ୍‌ଆଉଟ୍ ଫୁଟବଲ୍ ପ୍ରତିଯୋଗିତା । ଟିଟିଲାଗଡ଼ ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାର ତୃତୀୟ ଦିନରେ ଦୁଇଟି ରୋମାଞ୍ଚକର ମ୍ୟାଚ୍ ଖେଳାଯାଇଥିଲା । ପ୍ରଥମ
Read More...