ଇଣ୍ଟାକ ବଲାଙ୍ଗିର ଶାଖା ତରଫରୁ ଜାତୀୟ ହେରିଟେଜ କ୍ୱିଜ ଆୟୋଜିତ
ବଲାଙ୍ଗିର, (କେପିଏ୍ଏସ୍) : ଇଣ୍ଟାକ ବଲାଙ୍ଗିର ଶାଖା ତରଫରୁ ତାରିଖ ୨୪ ଅଗଷ୍ଟ ଦିନ ସ୍ଥାନୀୟ ପି.ପି ଏକାଡେମୀଠାରେ ଜିଲ୍ଲା ବିଦ୍ୟାଳୟସ୍ତରୀୟ "ଜାତୀୟ ହେରିଟେଜ କ୍ୱିଜ଼" ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବଲାଙ୍ଗିରର ୭ଟି ସ୍କୁଲରୁ ୬୨ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଦୁଇଟି!-->…
Read More...
Read More...