ଝାଡାବାନ୍ତି ଆତଙ୍କ : ୪ ମୃତ

ବାଲିଗୁଡ଼ା : ତୁମୁଡ଼ିବନ୍ଧ ବ୍ଲକ ଝିରିପାଣି ପଞ୍ଚାୟତରେ ଝାଡାବାନ୍ତି ଆତଙ୍କ । ଝାଡାବାନ୍ତିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆକ୍ରାନ୍ତ ହୋଇଛନ୍ତି । ଝିରିପାଣି ପଞ୍ଚାୟତର ବରଗାଁରେ ୨ ଜଣ ଓ ନାଲକୁଟି ଗାଁରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଝିରିପାଣି ପଞ୍ଚାୟତର ବରଗାଁ, ନାଲକୁଟି,…
Read More...

୧୨୦ କିଲୋ ଗଞ୍ଜେଇ ଜବତ : ୩ ଗିରଫ

ବ୍ରହ୍ମପୁର : ଗଜପତିରୁ ବ୍ରହ୍ମପୁର ବେଆଇନ ଭାବେ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ଗୁଇନ୍ଦା ବିଭାଗ । ଗୋପାଳପୁର ଥାନା ଅନ୍ତର୍ଗତ ସାନକୁଶସ୍ଥଳୀ ଗ୍ରାମ ନିକଟରୁ ଗୋଟିଏ କାର୍ ଓ ବାଇକ୍‌ରୁ ୧୨୦କିଲୋ ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଜଣ ଗିରଫ । ସୂଚନାନୁଯାୟୀ,…
Read More...

+୩ ନାମଲେଖା ପ୍ରକ୍ରିୟା ସମ୍ବନ୍ଧରେ ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି

ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇ ସାରିଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଦ୍ଵିତୀୟ ପର୍ଯ୍ୟାୟରେ ଆବେଦନ କରିପାରିବେ : ଉଚ୍ଚଶିକ୍ଷା ମନ୍ତ୍ରୀବିଭାଗର ଏହି ନିଷ୍ପତ୍ତି ଦ୍ୱାରା ଅନେକ ଛାତ୍ରଛାତ୍ରୀମାନେ ଉପକୃତ ହେବେ : ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଭୁବନେଶ୍ୱର : ଚଳିତ ୨୦୨୪-୨୫ ଶିକ୍ଷାବର୍ଷରେ…
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇସାରିଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ ।…
Read More...

ଉତ୍ତମ ପ୍ରଦର୍ଶନ ନିମନ୍ତେ ପୁଇଁତଲା ପ୍ରଗତି ଏଫପିଓ ସମ୍ମାନିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୃଷି ଏବଂ କୃଷକଙ୍କ ପାଇଁ ସମର୍ପିତ ପୁଇଁତଲା ପ୍ରଗତି କୃଷକ ଉତ୍ପାଦକ କମ୍ପାନୀ । ଆଜି ଭୁବନେଶ୍ୱର ସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ (ଓୟୁଏଟି)ର ୬୩ତମ ସମାବର୍ତ୍ତନ ଉତ୍ସବ ପାଳନ ଅବସରରେ ମୋହନ ଚରଣ ମାଝି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ…
Read More...

ଘର ଭିତରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର

ଭୁବନ : ଘରୁ ମିଳିଲା ଶିକ୍ଷକଙ୍କ ମୃତ ଦେହ ଉଦ୍ଧାର । ମୃତକ ଜଣକ ହେଉଛନ୍ତି ମାନସ ରଞ୍ଜନ ପାଲ (୩୨) । ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଲତାବିଲ ସାହିରେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଲତାବିଲ ସାହିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାଇଛି ।…
Read More...

ଭିନ୍ନକ୍ଷମଙ୍କ ଅଧିକାର ଉପରେ ଗୋଷ୍ଠୀ ଭିତ୍ତିକ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଟାଟା ପାୱାର ପଶ୍ଚିମାଞ୍ଚଳ ଶାଖା ସହାୟତାରେ ସାମାଜିକ ଅନୁଷ୍ଠାନ ଶ୍ରଦ୍ଧା ଆନୁକୂଲ୍ୟରେ ଭିନ୍ନକ୍ଷମ ମାନଙ୍କ ଅଧିକାର ଏକ ଦିନିକିଆ କାର୍ଯ୍ୟକ୍ରମ ବିଶ୍ରା ବ୍ଲକର ମନକୋ ପଞ୍ଚାୟତ ସମିତି ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ…
Read More...

ଘର ସମ୍ମୁଖରୁ ବାଇକ ଚୋରି କରିନେଲେ ଚୋର, ସିସିଟିଭିରେ ଚୋରିର ଦୃଶ୍ୟ କଏଦ

ବଙ୍ଗୋମୁଣ୍ଡା, ( ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସହରର ଡେଲିମାର୍କେଟ ନିକଟରେ ଜଣେ ବ୍ୟକ୍ତିଙ୍କ ଘରୁ ବିଳମ୍ବିତ ରାତିରେ ଚୋରମାନେ ବାଇକ ଚୋରି କରିନେଇ ଫେରାର ମାରିଛନ୍ତି । ବଙ୍ଗୋମୁଣ୍ଡା ସହରର ଆନନ୍ଦ ଅଗ୍ରୱାଲଙ୍କ ଘର ସମ୍ମୁଖରେ ଥିବା ହିରୋ ସୁପରସ୍ପଲେଣ୍ଡର…
Read More...

ଆସୁଛେ ନୂଆଁଖାଇ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସୁଛେ ପଶ୍ଚିମ ଓଡ଼ିଶାର ମୁଖିଆ ପରବ୍‌ ନୂଆଁଖାଇ । ଇଥିର ଲାଗି ଗାଁ ନୁଁ ସହର୍‌ ସବୁଆଡେ଼ ଏଛିନ୍‌ ଉସ୍‌ନାକି ଦେଖ୍‌ବାର୍‌ କେ ମିଲୁଛେ । ଆମର୍‌ ଅଂଚଲ୍‌ କୃଷିଭିତ୍ତିକ ଅଂଚଲ୍‌ ବଲି କୃଷିଭିତ୍ତିକ ପରବ୍‌ ବି ଇନେ ମୁଖିଆ ପରବ୍‌ । ପହେଲା ବଲାଙ୍ଗିର ଶୈଳଶ୍ରୀ…
Read More...

ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ମହାକାଶ ଦିବସ-୨୦୨୪ ଅବସରରେ କର୍ମଶାଳା ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ମହାକାଶ ଦିବସ ୨୦୨୪ ଅବସରରେ କର୍ମଶାଳା ଶୁକ୍ରବାର ଆୟୋଜିତ ହେଇଯାଇଛି । 'ଚନ୍ଦ୍ରର ସ୍ପର୍ଶ ହିଁ ଜୀବନର ସ୍ପର୍ଶ-ଭାରତର ମହାକାଶ ଗାଥା’ ସ୍ଲୋଗାନକୁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ନିକଟରେ…
Read More...