ରାମଚଣ୍ଡି ମନ୍ଦିରରେ ଯୁବ କୁଲୁତା ସମାଜର ବୃକ୍ଷରୋପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୃସିଂହନାଥ ସ୍ଥିତ ରାମଚଣ୍ଡି ମନ୍ଦିର ପରିସରରେ ଯୁବ କୁଲୁତା ସମାଜ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ତଥା ପ୍ରକୃତି ମିତ୍ର ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ…
Read More...

ସାର୍ବଜନୀନ ଦୁର୍ଗାପୂଜା ଉପହାର କୁପନ ଓ ସହାୟତା ରାଶି ବହି ଉନ୍ମୋଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜଭାଟୀ ସ୍ଥିତ ଦୁର୍ଗା ମଣ୍ଡପରେ ସାର୍ବଜନୀନ ଦୁର୍ଗାପୂଜା କମିଟୀର ଚଳିତ ବର୍ଷର ଉପହାର କୁପନ ଓ ସହାୟତା ରାଶି ବହି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ଶୁଭ ମୂହୁର୍ତ୍ତରେ ମାଆ ଦୂର୍ଗାଙ୍କ ପୂଜାର୍ଚ୍ଚନା ଓ ଆଶୀର୍ବାଦ ନେଇ ବହି ଗୁଡିକ ଉନ୍ମୋଚିତ…
Read More...

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ୱାତ୍ମା ବିଦ୍ୟା ମନ୍ଦିର ସାହାଜବାହାଲ ଠାରେ ମହାସମାରୋହର ସହିତ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଥିଲା । ସମସ୍ତ ଛାତ୍ରଛାତ୍ରୀ ରାଧାକୃଷ୍ଣ ବେଶରେ ସୁସଜ୍ଜିତ ହୋଇଥିଲେ । ମୁଖ୍ୟ ଆଚାର୍ଯ୍ୟ ଚନ୍ଦ୍ର କୁମାର ପୁରୋହିତ, ରଘୁନାଥ, ଶେଷଦେବ,…
Read More...

ଲରମ୍ଭା କଲେଜରେ କଲା ପ୍ରତିଷ୍ଠା ଦିବସ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜ ଠାରେ ଜନ୍ମାଷ୍ଟମୀ ଅବସରରେ କଲେଜ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି । ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରବିନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ମାନ୍ୟବର ବରଗଡ ଲୋକସଭା ସାଂସଦ…
Read More...

ଆଦର୍ଶ ଶିକ୍ଷକ ଗୋପୀନାଥ ପାଢ଼ୀଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୀତିନିଷ୍ଠ ସାଧକ ତଥା ଆଦର୍ଶ ଶିକ୍ଷକ ଗୋପୀନାଥ ପାଢ଼ୀ (୮୮)ଙ୍କ ସୋମବାର ସକାଳ ୭ଟା ୧୫ ମିନିଟ୍ ସମୟରେ ତାଙ୍କ ବଲାଙ୍ଗିର ଆଦର୍ଶପଡା ସ୍ଥିତ ବାସଭବନରେ ପରଲୋକ ହୋଇଛି । ସେ ପ୍ରାୟ ୩ ବର୍ଷ ହେଲା ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ଶଯ୍ୟାଶାୟୀ ହୋଇ ଘରେ…
Read More...

ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡ୍ରେନ୍‌ ସମସ୍ୟାକୁ ନେଇ ଗ୍ରାମବାସୀ ଉତ୍ତେଜିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହରରୁ ୮ କିଲୋମିଟର ଦୂର ଟୁକୁର୍ଲ୍ଲା ମୌଜାରେ ଗଢି ଉଠିଥିବା ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନିର୍ଗତ ହେଉଥିବା ମଇଳା ପାଣିକୁ ନେଇ ଆଜି ଟୁକୁର୍ଲ୍ଲା ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଗ୍ରାମରୁ ଶତାଧିକ ମହିଳା ପୁରୁଷ…
Read More...

ମହିମା ମଠ ଗୃହ ନିର୍ମାଣ ଅନୁଦାନ ମିଳିନି : ସାଧାରଣରେ ଅସନ୍ତୋଷ

କେସିଙ୍ଗା, (ପ୍ରୀତେଶ ପଟେଲ) : ମହିମା ମଠ ନିର୍ମାଣ ଅନୁଦାନ ମିଳିନଥିବା ବେଳେ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଛି । ସୂଚନା ଅନୁସାରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ସିର୍ଜାପାଲି ପଂଚାୟତ ଅଂଚଳରେ ନିର୍ମାଣାଧୀନ ଏକ ଘର ଚର୍‌ଚାର ପରିସରକୁ ଆସିଛି । ଗ୍ରାମର ଜଣେ ଅଲେଖ ମହିମା ବାବାଙ୍କ ମଠରେ…
Read More...

ସତ୍ୟନାରାୟଣ ବେହେରାଙ୍କ ଜୟନ୍ତୀରେ ‘ସମାଜ ଓ ସାମ୍ବାଦିକତା’ ଶୀର୍ଷକ ଆଲୋଚନାଚକ୍ର

ସାମ୍ବାଦିକ ଏକାଠି ହେଲେ ଗଣମାଧ୍ୟମ ସୁରକ୍ଷିତ ରହିବ : ତନୟା ପଟ୍ଟନାୟକ ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂପ୍ରତି ଯାହା ଅବସ୍ଥା ଅଛି ସେଥିରେ ସାମ୍ବାଦିକ ସୁରକ୍ଷିତ ନୁହଁନ୍ତି କି ଗଣମାଧ୍ୟମ ମଧ୍ୟ ସୁରକ୍ଷିତ ନାହିଁ । ସମସ୍ତ ସାମ୍ବାଦିକ ଏକାଠି ହେଲେ ଗଣମାଧ୍ୟମ ସୁରକ୍ଷିତ ରହିବ ବୋଲି…
Read More...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗଜବନ୍ଧଠାରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗଜବନ୍ଧଠାରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଥିଲା । ପ୍ରଧାନ ଆଚାର୍ଯ୍ୟ ବିଶ୍ୱନାଥ ବଡ଼ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ଉତ୍ସବରେ ମାନନୀୟ ଗୋକୁଳାନନ୍ଦ ସାହୁ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ…
Read More...

ପ୍ରଭାବତୀ ପବ୍ଲିକ ସ୍କୁଲରେ କୃଷ୍ଣ ଜନ୍ମୋତ୍ସବ ମହାଆଡମ୍ବରରେ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ଓ ଦହିହାଣ୍ଡି ଉତ୍ସବ ଟିଟିଲାଗଡ଼ ପିପଲପଦର ସ୍ଥିତ ଶ୍ରୀ ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍କୁଲର ନର୍ସରୀ ରୁ ଚତୁର୍ଥ…
Read More...