କପିଳାଭଟାରେ ପବିତ୍ର ଜନ୍ମାଷ୍ଟମୀ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁରେ ପବିତ୍ର ଜନ୍ମାଷ୍ଟମୀ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶ୍ରୀକୃଷ୍ଣଙ୍କୁ ପୂଜାର୍ଚନା କରାଯାଇଛି । ଏଥିରେ କର୍ତ୍ତା ଭାବେ ସରୋଜ ପୁଞ୍ଜି ଓ ତାଙ୍କ ସହ ଧର୍ମିଣୀ ସୁମୁଖୀ ପୁଞ୍ଜି…
Read More...

ରାଣୀପୁର ଝରିଆଲରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତି ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲାର ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ୍ ଠାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତି ଅଖିଳ ମେହେର ଭୁଲିଆ ଯୁବ ସମାଜ ତରଫରୁ ପାଳିତ ହୋଇଯାଇଛି । ଭୁଲିଆ ଯୁବ ସମାଜ କିପରି ଏକାଠି ହୋଇପାରିବ ଏବଂ ଭୁଲିଆ ପରିବାର ଥିବା ଗାଁରେ…
Read More...

ବରିଷ୍ଠ ଫଟୋଗ୍ରାଫର୍ କରୁଣାକର ଶତପଥୀଙ୍କୁ ମିଳିବ ଅନ୍ତରାଷ୍ଟ୍ରିୟ ସମ୍ମାନ

ସମ୍ବଲପୁର, (କେପିଏନ୍‌ଏସ୍‌) : ସମ୍ବଲପୁର ବିଶ୍ୱ ଫୋଟୋଗ୍ରାଫି ଦିବସ ଅବସରରେ ସମ୍ବଲପୁରର ବରିଷ୍ଠ ଫଟୋଗ୍ରାଫର୍ କରୁଣାକର ଶତପଥୀଙ୍କୁ ୟୁନାଇଟେଡ ଷ୍ଟେଟ ଫୋଟୋଗ୍ରାଫି ଏଲାୟଂସ ୟୁ.ଏସ.ଏ ଦ୍ଵାରା ଫଟୋଗ୍ରାଫିରେ ଅନରାରି ଫେଲୋ (ଏଫ୍ ଆଇ ସି ଏସ୍) ମିଳିଛି । ଏହି ସମ୍ମାନ ଶ୍ରୀ ଶତପଥିଙ୍କୁ…
Read More...

ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ଵତୀ ଶିଶୁ ମନ୍ଦିରରେ ବର୍ଣ୍ଣାଢ଼୍ୟ ସମାରୋହରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁମାନଙ୍କ ମଧ୍ୟରେ ଶ୍ରୀକୃଷ୍ଣ ବେଶ ମେଳା ଓ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟବକ୍ତା ଭାବେ…
Read More...

ବ୍ରହ୍ମାକୁମାରୀ ଈଶ୍ୱରୀୟ ସଂସ୍ଥାନରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବର୍ଣ୍ଣାଢ଼୍ୟ ସମାରୋହରେ ସୋମବାର ପାଳିତ ହୋଇଯାଇଛି । କୃଷ୍ଣ ଜନ୍ମାଷ୍ଟମୀ ଅବସରରେ କେନ୍ଦ୍ରରେ ସୋମବାର ପୂର୍ବାହ୍ନରୁ ବିଧିବଦ୍ଧ…
Read More...

ଆମ ଭାଷା ସାହିତ୍ୟ ଆମ ପିଲାଙ୍କ ରକ୍ଷା କବଚ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାଷା ବଞ୍ଚିଲେ ଆମ ସାହିତ୍ୟ ବଞ୍ଚିବ, ସାହିତ୍ୟ ବଞ୍ଚିଲେ ଆମ ସଂସ୍କୃତି ସମୃଦ୍ଧ ହେବ, ସଂସ୍କୃତି ରୁଦ୍ଧିମନ୍ତ ହେଲେ ଆମ ପିଲାଙ୍କ ରକ୍ଷା କବଚ ବନିବା । ଏହା ଥିଲା ଛେଣ୍ଡସ୍ଥିତ ଧାମରା ସଂଘ ପରିସରରେ ଆୟୋଜିତ ରାଉରକେଲା ସାହିତ୍ୟ ସଂସଦର ଶିଶୁ ମହୋତ୍ସବ ଓ…
Read More...

ମହିଳା ସମାନତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭୋଟ୍ ଦେବାର ଅଧିକାର, ଗଣତନ୍ତ୍ରର ମୂଳଦୁଆ, ସମସ୍ତ ନାଗରିକଙ୍କର ଅଟେ - କିନ୍ତୁ ଏହା ସର୍ବଦା ହୋଇନଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ, ଅଧିକାଂଶ ଦେଶ ସେମାନଙ୍କର ଜନସଂଖ୍ୟାର ଅଧାକୁ ଭୋଟ୍ ଅଧିକାରକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସେମାନଙ୍କ ସ୍ୱର…
Read More...

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ

ଆଗଲପୁର, (ସୁଶୀଳ କୁମାର ମିଶ୍ର) : ଇତିମଧ୍ୟରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଆଗଲପୁରଠାରେ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ତ୍ରିଦିବସୀୟ ପ୍ରାରମ୍ଭିକ ପ୍ରଶିକ୍ଷଣ ବର୍ଗ ଆଜି ଉଦ୍‌ଯାପିତ ହୋଇଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଗତ ୨୪ ଅଗଷ୍ଟ ( ଶନିବାର) ୨୦୨୪ ଅପରାହ୍ନ ୪…
Read More...

ଦୁଆରୁ ଚାଲିଗଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଦୁଆରୁକୁ ସମସ୍ତେ ଜାଣନ୍ତି । ସହର ସାରା ବୁଲି ବୁଲି ଯାହା ଦେଲେ ଖାଏ, ଯେଉଁଠି ପାରିଲେ ସେଇଠି ଶୁଏ…କୌଣସି ବାଛ ବିଚାର ନଥିବା ଅନାଥ ଦୁଆରୁ ରୋଗୀଣା ହୋଇଯିବା ପରେ ପାଖାପାଖି ୩ ବର୍ଷ ହେଲା ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ତାକୁ…
Read More...

ବିନ୍ଧାଣୀରୁ ୫ ଫୁଟର ଅଜଗର ସାପ ଉଦ୍ଧାର କଲା ବନ ବିଭାଗ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆଜି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଙ୍ଗା ପଂଚାୟତର ବିନ୍ଧାଣୀ ଗ୍ରାମର ତେଲନଦୀ ନିକଟରୁ ବନ ବିଭାଗ ଏକ ୫ ଫୁଟ୍‌ ଲମ୍ବର ଅଜଗର ସାପ ଉଦ୍ଧାର କରିଛି । ସୂଚନା ମତେ, କୌଣସି ସୂତ୍ରରୁ ଖବର ପାଇ ମଦନପୁର ସେକ୍ସନର ବନପାଳ ସମ୍ପଦ…
Read More...