ଜଗଦଲପୁର ମଣ୍ତଳରେ ସଦସ୍ୟତା ଅଭିଯାନ କର୍ମଶାଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀ ଜଗଦଲପୁର ମଣ୍ତଳ ପକ୍ଷରୁ ନିଲିଜିପତ୍ରା ଛକଠାରେ ମଣ୍ତଳ ସଭାପତି ହରେକୃଷ୍ଣ ପଟେଲ ଅଧ୍ୟକ୍ଷତା ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ବୈଠକରେ ରାଜ୍ୟ ଆଦିବାସୀ ମୋର୍ଚ୍ଚା ସଂପାଦକ ତଥା…
Read More...

ସୁରଟରେ ମୃତ୍ୟୁବରଣ କରିଥିବା ଶ୍ରମିକଙ୍କ ପରିବାରକୁ ଛତ୍ରପୁର ବିଧାୟକ ଭେଟି ସହାୟତା ପ୍ରଦାନ କଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ର ଯୁବକ ସଦାନନ୍ଦ ପ୍ରଧାନ ସୁରଟରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ବେଳେ ଗତ ରବିବାର ଦିନ ଆକସ୍ମିକ ଭାବେ ମୃତ୍ୟୁବରଣ କରିଛନ୍ତି । ଜ୍ଵରରେ ପୀଡିତ ହୋଇ ଶୋଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା…
Read More...

ଅନ୍ଵେଷାର ୧୦୪ତମ ମାସିକିଆ ମାଗଣା ହାଟ ଏବଂ ସାମୁହିକ ଜନ୍ମ ମହୋତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅନ୍ଵେଷା ପକ୍ଷରୁ ଶହେ ୪ତମ ମାସିକିଆ ମାଗଣା ହାଟ ଏବଂ ସାମୁହିକ ଜନ୍ମଦିନ ପାଳନ କରାଯାଇଛି । ପ୍ରତି ମାସ ଭଳି ଏହି ମାସର ମାଗଣା ହାଟ ଜଳଦା ସି ବ୍ଲକ ସ୍ଥିତ ଅଙ୍ଗନୱାଡି କେନ୍ଦ୍ର ଠାରେ ଆୟୋଜିତ ହୋଇଥିଲା । ଏଥିରେ…
Read More...

ଗଞ୍ଜେଇ ଚାଷରୁ ମିଳୁଛି ୧୦ ଗୁଣା ଲାଭ

ରାୟଗଡ଼ା : ଗଞ୍ଜେଇ ଚାଷର ହବ୍‌ ପାଲଟିଛି ରାୟଗଡ଼ା । ଜିଲ୍ଲାର ବିଭିନ୍ନ ସ୍ଥାନରେ ଶହଶହ ଏକର ଜମିରେ ଗଞ୍ଜେଇ ଚାଷ କରାଯାଉଛି । ବିଶେଷ କରି ସରକାରୀ ଜମିରେ ଖୋଲାଖାଲି ଭାବରେ ଏହି ଚାଷ ହେଉଥିବାର ଦେଖିବାକୁ ମିଳୁଛି । ବିଭିନ୍ନ ଫସଲରୁ ଯେତିକି ରୋଜଗାର ହେଉଛି, ଗଞ୍ଜେଇରେ ତା’ଠାରୁ ୧୦ ଗୁଣ…
Read More...

ତାଲୁକ୍ ସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ

ନୂଆପଡା, (ଅଜିତ ବେହେରା) : ନୂଆପଡ଼ା ଜିଲ୍ଲା ବୋଡ଼େନ କୋର୍ଟ ପରିସର ମଧ୍ୟରେ ତାଲୁକ୍ ସ୍ତରୀୟ ଆଇନ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ତାଲୁକ୍‌ ସ୍ତରୀୟ ଆଇନ ସହାୟତା ସମିତି ପକ୍ଷରୁ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟେଟ୍‌ ତଥା ଆଇନ ସହାୟତା ସମିତି ଅଧ୍ୟକ୍ଷ…
Read More...

ଏୟାରପୋର୍ଟ ପାଖରେ ୫୦କେଜି ସୁନା ସହ ୨କ୍ୱିଣ୍ଟାଲ ରୂପା ଜବତ

ଭୁବନେଶ୍ୱର : ଭୁବନେଶ୍ୱର ଏୟାରପୋର୍ଟ ପାଖରେ ୫୦ କେଜି ସୁନା ସହ ୨ କ୍ୱିଣ୍ଟାଲ ରୂପା ଜବତ ହୋଇଛି। ଦୁଇଟି କଣ୍ଟେନର ଭିତରୁ ସୁନା ଓ ରୂପା ସିଟି ଜିଏସ୍‌ଟି ବିଭାଗ ଜବତ କରିଛି । ଜବତ ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୩୦ କୋଟି ଟଙ୍କା ହେବ। ମୁମ୍ବାଇରୁ ଭୁବନେଶ୍ୱରକୁ ସୁନା ଓ ରୂପା ଆସିଥିଲା…
Read More...

ସରସ୍ଵତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅନ୍ତର୍ଗତ ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁ ବାଟିକା ଓ ଦିବା ପର୍ଯ୍ୟାୟର ଶିଶୁ ଭାଇଭଉଣୀମାନେ ରାଧାକୃଷ୍ଣ ଓ ସୁଦାମା ବେଶରେ ସଜ୍ଜିତ ହୋଇଆସିଥିଲେ । ପ୍ରଥମେ ରାଧାକୃଷ୍ଣଙ୍କୁ…
Read More...

ଏକ ବିକଶିତ ଏବଂ ସମୃଦ୍ଧ ଲଦାଖ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପକୁ ଅନୁସରଣ କରି ଗୃହ…

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ୫ଟି ନୂତନ ଜିଲ୍ଲା-ଯଂସ୍କାର, ଦ୍ରାସ, ଶାମ, ନୁବ୍ରା ଏବଂ ଚାଙ୍ଗଥାଙ୍ଗରେ ପ୍ରଶାସନକୁ ସୁଦୃଢ଼ କରିବାର ଐତିହାସିକ ନିଷ୍ପତ୍ତି ସ୍ଥାନୀୟ ଲୋକଙ୍କୁ ସେମାନଙ୍କ ଦ୍ୱାରଦେଶରେ ସରକାରୀ ଯୋଜନାର ଲାଭ ପାଇବାକୁ ସକ୍ଷମ…
Read More...

ଡକାୟତି କରିବା ପୁର୍ବରୁ ୯ ଜଣ ଦୁର୍ବୃତ୍ତଙ୍କୁ କାବୁକଲା ଟିଟିଲାଗଡ଼ ପୋଲିସ : ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ…

ଟିଟିଲାଗଡ, (ସଂଜୟ କୁମାର ନାୟକ) : ଡକାୟତି କରିବା ପୁର୍ବରୁ ୯ ଜଣ ଦୁର୍ବୃତ୍ତଙ୍କୁ କାବୁକଲା ଟିଟିଲାଗଡ଼ ପୋଲିସ । ଏ ସଂପର୍କରେ ସୂଚନା ଦେଇଛନ୍ତି ଏସଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର । ସୂଚନା ଅନୁସାରେ ଗତ ୨୪ ତାରିଖ ରାତିରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ସହର ନିକଟସ୍ଥ…
Read More...

ସମାଜସେବୀ କୁଞ୍ଜ ବିହାରୀ ସାହୁଙ୍କ ପରଲୋକ

ଜୟପାଟଣା, (ଶେଷଦେବ ବେହେରା ) : କଳାହାଣ୍ଡି ଜିଲ୍ଲା ବିଜମରା ଗ୍ରାମର ସମାଜସେବୀ ତଥା ସଂଗଠକ କୁଞ୍ଜ ବିହାରୀ ସାହୁଙ୍କ ୩ ମାସ ଧରି କୋମା ଅବସ୍ଥାରେ ମୃତ୍ୟୁ ସାଙ୍ଗରେ ସଙ୍ଘର୍ଷ କଲା ପରେ ଆଜି ପୂର୍ବାହ୍ନରେ ନିଜ ଜନ୍ମ ମାଟିରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ…
Read More...