ଆକ୍ସନ ମୋଡ଼ରେ ବୋରିଗୁମ୍ମା ଅବକାରୀ ବିଭାଗ

ବୋରିଗୁମ୍ମା, (ଏସ୍. ସୁନ୍ଦରମ୍‌) : ବୋରିଗୁମ୍ମା ଅଞ୍ଚଳରେ ଅବକାରୀ ଧରପଗଡ଼ । ଆକ୍ସନ ମୋଡ଼ରେ ବୋରିଗୁମ୍ମା ଅବକାରୀ ବିଭାଗ । ଘନ ଘନ ଚଢ଼ାଉ କରି ବହୁ ପରିମାଣରେ ମହୁଲ ପୋଚ ଜବତ କରି, ସେହି ସ୍ଥାନରେ ନଷ୍ଟ କରି ଦେଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ ବୋରିଗୁମ୍ମା ଅବକାରୀ ବିଭାଗ,…
Read More...

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୬ତମ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ : ୨ ମନ୍ତ୍ରୀଙ୍କ ଉପସ୍ଥିତରେ ହଜାର ହଜାର…

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ଜାଲେଶପଟ୍ଟା ଆଶ୍ରମରେ ବ୍ରହ୍ମଲୀନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୬ତମ ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ସକାଳୁ ଆଶ୍ରମ ଅନ୍ତେବାସୀମାନେ…
Read More...

ଜେଏସ୍‌ଏମ୍‌ ମହାବିଦ୍ୟାଳୟରେ ଜନ୍ମାଷ୍ଟମୀ ପାଳନ ଓ ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୃଷ୍ଣ ଜନ୍ମାଷ୍ଟମୀ, ଯାହା ଜନ୍ମାଷ୍ଟମୀ କିମ୍ବା ଗୋକୁଳାଷ୍ଟମୀ ନାମରେ ଜଣାଶୁଣା । ଏହା ହେଉଛି ବାର୍ଷିକ ହିନ୍ଦୁ ପର୍ବ ଯାହାକି ବିଷ୍ଣୁଙ୍କ ଅଷ୍ଟମ ଅବତାର କୃଷ୍ଣଙ୍କର ଜନ୍ମଦିନ ପାଳନ କରାଯାଇଥାଏ । ଜେଏସଏମ କଲେଜ ଅଫ୍ ଆର୍ଟ, ସାଇନ୍ସ ଏଣ୍ଡ କମର୍ସର…
Read More...

ଜାତୀୟ କଦଳୀ ପ୍ରେମୀଙ୍କ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : 'ଜାତୀୟ କଦଳୀ ପ୍ରେମୀଙ୍କ ଦିବସ' ଏକ ମଜାଳିଆ ଫଳ ଉତ୍ସବ ଯାହା ପ୍ରତିବର୍ଷ ଅଗଷ୍ଟ ୨୭ରେ ପାଳନ ହୋଇଥାଏ । କଦଳୀକୁ ଭଲପାଉଥିବା ସମସ୍ତଙ୍କ ପାଇଁ ଏହା ଏକ ସ୍ୱତନ୍ତ୍ର ଦିନ । ଏହି ବିଶେଷ ଦିନ ଲୋକମାନଙ୍କୁ ସତେଜ କଦଳୀ ଠାରୁ ଆରମ୍ଭ କରି ପିଠା ପରି…
Read More...

କଲେଜ ଛକ ସ୍ଥିତ ଇଣ୍ଡିଆନ୍‌ ବ୍ୟାଙ୍କ ଏଟିଏମ୍‌ରୁ ଲୁଟ ଉଦ୍ୟମ

ବଲାଙ୍ଗିର, (କେପିଏନ୍‌ସ୍‌) : ବିଳମ୍ବିତ ରାତି ପାଖାପାଖି ୨ଟା ୧୫ ମିନିଟ ସମୟ । ଆଉ ଏତିକି ବେଳେ ବଲାଙ୍ଗିର ରାଜେନ୍ଦ୍ର କଲେଜ ଛକ ସ୍ଥିତ ଇଣ୍ଡିଆନ୍‌ ବ୍ୟାଙ୍କ ଏଟିଏମ୍‌ରୁ କିଛି ଲୁଟେରା ଲୁଟ କରିବା ପାଇଁ ଆସିଥିଲେ । କିନ୍ତୁ ଇ ସର୍ଭିଲାନ୍ସ ମାଧ୍ୟମରେ ସିଏମ୍‌ଏସ୍‌ ମୁମ୍ବାଇ ଲୁଟେରାଙ୍କ…
Read More...

ଦ୍ଵାରୁର ଅନ୍ତିମ ସଂସ୍କାର କଲା ମାହେଶ୍ୱରୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ସାଲେପାଲି ସ୍ଥିତ ବୃଦ୍ଧାଶ୍ରମରେ ମାନସିକ ଭାରସାମ୍ୟ ହରାଇ ଥିବା ଅସହାୟ ଦ୍ଵାରୁର ଦେହାନ୍ତ ହୋଇଛି । ଶାନ୍ତ ସ୍ଵଭାବର ଦ୍ଵାରୁ ପିଲାଟି ଦିନରୁ ବାପ ଛେଉଣ୍ଡ ଥିବାବେଳେ ପିଲାଟି ଅବସ୍ଥାରୁ ମା'କୁ ହରାଇ ଅସହାୟ ହୋଇପଡି ଅନ୍ୟମାନଙ୍କ ଘରକାମ କରି…
Read More...

ତୁରେକେଲା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଲକ୍ଷପତି ଦିଦି ମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ତୁରେକେଲା (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ଲକ୍ଷପତି ଦିଦି ମାନଙ୍କୁ ନେଇ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିପିଏମ୍ ନୀଳମାଧବ ସାହୁ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ…
Read More...

ମୁରିବାହାଲ ରାଧାକୃଷ୍ଣ ଓ ଶିବ ମନ୍ଦିରଠାରେ ଶ୍ରୀକ୍ରିଷ୍ଣା ଜନ୍ମାଷ୍ଟମୀ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ସୋମବାର ଦିନ ସକାଳ ୯.୩୦ ମିନିଟ୍‌ ସମୟରେ ମୁରିବାହାଲ ରାଧାକୃଷ୍ଣ ଓ ଶିବ ମନ୍ଦିର ଠାରେ ମନ୍ଦିର ପରିଚାଳନା ଆନୁକୁଲ୍ୟରେ ମହାସମାରୋହରେ ଶ୍ରୀକ୍ରିଷ୍ଣା ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଛି । ପ୍ରଥମ କର୍ତ୍ତା ଭାବେ ତରୁଣ ପୋଢ଼ ସହ ଧର୍ମିନୀ ଶ୍ରୀମତୀ…
Read More...

ମୁରିବାହାଲ ଯାଦବ ଭବନଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ସ୍ଥିତ ଯାଦବ ଭବନ ପରିସରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯାଦବ ସମାଜର ବରିଷ୍ଠ କର୍ମକର୍ତ୍ତା ତଥା ମୁରିବାହାଲ ବ୍ଲକ ସଭାପତି ଗଙ୍ଗାଧର…
Read More...

୭ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ : ଦୁର୍ଘଟଣାପରେ ଡ୍ରାଇଭର୍‌ ଫେରାର୍‌

ଗଞ୍ଜେଇ ବେପାରୀଙ୍କୁ ଧରିବା ପାଇଁ ପୋଲିସର ତଦନ୍ତ ଜାରି ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ଦୁର୍ଘଟଣାଗ୍ରସ୍ତ ଟ୍ରିପର ଭିତରୁ ପୁଳାପୁଳା ଗଞ୍ଜେଇ ବସ୍ତା ଜବତ ହୋଇଥିବା ନେଇ ସୂଚନା ପ୍ରଦାନ କରିଛି ବୈପାରିଗୁଡା ପୋଲିସ । ଶନିବାର ରାତ୍ରି ୧୦ଟା ପରେ ବୈପାରିଗୁଡା…
Read More...