ନୂଆଦିଲ୍ଲୀଠାରେ ଗଙ୍ଗା ବନ୍ୟା ନିୟନ୍ତ୍ରଣ ବୋର୍ଡର ୧୯ତମ ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ୨୦୨୬ ଅକ୍ଟୋବର ୨୭ ତାରିଖରେ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ଠାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ସି.ଆର୍. ପାଟିଲଙ୍କ ଅଧ୍ୟକ୍ଷତାରେ ଗଙ୍ଗା ବନ୍ୟା ନିୟନ୍ତ୍ରଣ ବୋର୍ଡ (ଜିଏଫ୍ସିବି)ର ୧୯ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପଶ୍ଚିମବଙ୍ଗର…
Read More...

ବାତ୍ୟା ଅର୍ଣ୍ଣବ’ର ପ୍ରଭାବ : ପାଣିରେ ଭାସିଲା ଧାନ, ପଡ଼ିଗଲା ଆଖୁ

ଦେଓଗାଁ, (ମନୀଷ କୁମାର ସାହୁ) : ବାତ୍ୟା 'ଅର୍ଣ୍ଣବ୍'ର ପ୍ରଭାବ ଦେଓଗାଁ ଓ ଗୁଡ଼ଭେଲା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି । ଶୁଖିଲା ଜମିରେ ପାଣି ଭର୍ତ୍ତି ହେବାରୁ କିଛି ଚାଷୀଙ୍କୁ ସଞ୍ଜିବନୀ ମିଳିଥିବା ବେଳେ ଆଉ କିଛି ଚାଷୀଙ୍କ ସର୍ବନାଶ ହୋଇଛି । ତେବେ ରାତି ଦିନ ହୋଇଥିବା ପବନ ଓ…
Read More...

ମୁରିବାହାଲ ଥାନା ଗାଁରେଇ ଗ୍ରାମରୁ ୧୫ବର୍ଷୀୟା ନାବାଳିକା ନିଖୋଜ : ଥାନାରେ ମାମଲା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗଁରେଇ ପଞ୍ଚାୟତ ସଦର ଗ୍ରାମର ସଦାନନ୍ଦ ପୁଟେଲଙ୍କ ନାବାଳିକା ଝିଅ ସୁରେଖା ପୁଟେଲ (୧୫) ଘରୁ ନିଖୋଜ ହୋଇଥିବା ଜଣାପଡିଛି । ଏନେଇ ପରିବାର ଲୋକେ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ଅନୁସାରେ ପୋଲିସ ଏକ ମାମଲା…
Read More...

ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଦ୍ୟାଳୟ ଖୋଖୋ ପ୍ରତିଯୋଗିତା ଉଦଘାଟିତ

୧୪ଟି ବ୍ଲକରୁ ମୋଟ ୫୮୮ଜଣ ପ୍ରତିଯୋଗୀଙ୍କ ଅଂଶଗ୍ରହଣ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତି ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଗୁରୁବାର ବଲାଙ୍ଗିର ଜିଲ୍ଲାସ୍ତରୀୟ ୧୪ବର୍ଷ ଓ ୧୭ବର୍ଷରୁ କମ୍ ବିଦ୍ୟାଳୟ ଖୋଖୋ ପ୍ରତିଯୋଗିତା…
Read More...

ଅର୍ଣ୍ଣବ ପ୍ରଭାବ : ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ବର୍ଷା

ବୀରମହାରାଜପୁରରେ ସର୍ବାଧିକ ୧୨୯ ମି.ମି. ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହୋଇଛି । ଜିଲ୍ଲା ଜରୁରୀକାଳୀନ ଶାଖା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ୨୮ ଅକ୍ଟୋବର ବୁଧବାର ସକାଳ ୮.୩୦ ମିନିଟ୍‌ରୁ ଆଜି…
Read More...

ସୋନପୁରରେ କଂଗ୍ରେସର ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ସାମ୍ବାଦିକ ସମ୍ମିଳନୀ

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ସୁବର୍ଣ୍ଣପୁର, (ରାଜକିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ସୋନପୁର ସର୍କିଟ ହାଉସ ଠାରେ 'ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ' ଅଭିଯାନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ…
Read More...

ରାଉରକେଲାରେ ସାହିତ୍ୟିକ ଚନ୍ଦ୍ରଶେଖର ରଥଙ୍କ ୯୮ତମ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ-ସଂସ୍କୃତି ଅନୁଷ୍ଠାନ - ପ୍ରଗତି ଉତ୍କଳ ସଂଘର ଆନୁକୂଲ୍ୟରେ ମହାନ କିମ୍ବଦନ୍ତୀ ପୁରୁଷ ଚନ୍ଦ୍ରଶେଖର ରଥଙ୍କ ୯୮ତମ ଜୟନ୍ତୀ ସଙ୍ଘର ଉପଦେଷ୍ଟା ଭାରତ ଭୂଷଣ ମହାନ୍ତିଙ୍କ ଆବାହକତ୍ୱରେ ଏବଂ ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ…
Read More...

ଗଜଲକ୍ଷ୍ମୀ ପୂଜାରେ ରକ୍ତଦାନ : ୪୬ ୟୁନିଟ ରକ୍ତ ସଂଗ୍ରହ

ବରଗଡ଼, (ନିରୋଜ କୁମାର ପାଣୀ) : ଗଜଲକ୍ଷ୍ମୀ ପୂଜା ଅବସରରେ ସ୍ୱର୍ଗତ ତ୍ରିଲୋଚନ ବାଗଙ୍କ ସ୍ମୃତିରେ ଡାଙ୍ଗ ଗ୍ରାମ ଏବଂ ବୀରମାଲ ଚାରଛକଠାରେ ସଂକଳ୍ପ ପରିବାର ଓ ସ୍ଥାନୀୟ ଗଜଲକ୍ଷ୍ମୀ ପୂଜା କମିଟିର ମିଳିତ ଆନୁକୂଲ୍ୟରେ ଦୁଇଟି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ବାତ୍ୟା…
Read More...

ଜାତିପ୍ରଥାର ନିର୍ମମ ଚିତ୍ର : ୨୦ ଘଣ୍ଟା ପଡ଼ିରହିଲା ଶବ, ଶେଷରେ ଦେବଦୂତ ସାଜିଲେ ସ୍ୱେଚ୍ଛାସେବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଣିଷ ପହଞ୍ଚିଲାଣି ଚନ୍ଦ୍ରପୃଷ୍ଠରେ, ଡିଜିଟାଲ ଦୁନିଆରେ ଚାଲିଛି ଉନ୍ନତିର ଯାତ୍ରା । ହେଲେ ଆଜି ବି ସମାଜରୁ ହଟୁନି ଜାତିପ୍ରଥା ଓ ଅନ୍ଧବିଶ୍ୱାସ । ଏହାର ଏକ ଦୁଃଖଦ ଚିତ୍ର ସାମ୍ନାକୁ ଆସିଛି ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଯୁବା ପଞ୍ଚାୟତ ଅନ୍ତର୍ଗତ…
Read More...

ମାଟି ଓଦା କରି ଅପସରି ଗଲା ବାତ୍ୟା ଅର୍ଣ୍ଣବ

ଜୟପାଟଣା ଅଞ୍ଚଳରେ ୨୦ମିଲି ମିଟର ccବର୍ଷା ଜୟପାଟଣା, (ଶେଷଦେବ ବେହେରା) : ବାତ୍ୟା ଅର୍ଣ୍ଣବ ପାଇଁ ପ୍ରଶାସନିକ ପ୍ରସ୍ତୁତି ଓ ପ୍ରଚାର ପ୍ରସାର ସାଧାରଣ ଜନତାଙ୍କୁ ଏକ ଅହେତୁକ ଆଶଙ୍କା ମଧ୍ୟରେ ଦୁଇଦିନ ବିତାଇବାକୁ ପଡ଼ିଲା । ମହାବାତ୍ୟାକୁ ନଜରରେ ରଖି ବର୍ତ୍ତମାନ ପାଇଁ ସରକାରଙ୍କ…
Read More...