ଜିଲ୍ଲା ସିନିୟର ନକ୍‌ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ସୁପର ନକଆଉଟରେ ନକଟାସର ଓ ରାଇଜିଂ ଷ୍ଟାର ଟିଟିଲାଗଡ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଚାଲିଥିବା ଫୁଟବଲ ଖେଳ ୮ ଟି ପଡିଆରେ ହୋଇଯାଇଛି । ଚୁଡାପାଲି ହାଇସ୍କୁଲ ପଡିଆରେ ନକଟାସର ୩-୦ ଗୋଲରେ ଭାଲୁପିଟାକୁ ହରାଇ ଜୋନ ଚମ୍ପିୟାନ ହୋଇଛି ।
Read More...

ଦେଓଗାଁ ଶିଶୁ ମନ୍ଦିରରେ ଗୁରୁ ଦିବସ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶନିବାର ଦିନ ପବିତ୍ର ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ ହୋଇଯାଇଛି । ଏହି ଅବସରରେ ଦେଓଗାଁର ଅବସରପ୍ରାପ୍ତ ଶିକ୍ଷକ ତଥା ବିଶିଷ୍ଟ କଳାକାର ସାଧୁଚରଣ ସାହୁ ଯୋଗ ଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ପ୍ରଧାନ
Read More...

ଲୋଇସିଂହାରେ ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଅଗ୍ରସେନ ଭବନ ଠାରେ ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋଇସିଂହା ଶାଖା ସଭାପତି କମଳ କିଶୋର ଅଗ୍ରୱାଲ ସଭାପତିତ୍ୱ କରିଥିଲେ । ଏଥିରେ ରାଜ୍ୟ ସଭାପତି ଡ. ସୁବାସ ଚନ୍ଦ୍ର
Read More...

ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ପାଳିତ

"୮ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା" ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୁରୁ-ଶିଷ୍ୟ ପରମ୍ପରାର ମହନୀୟତା, ଶିକ୍ଷକଙ୍କ ଅବଦାନ ଓ ଶିକ୍ଷାର ମହତ୍ତ୍ୱକୁ ସ୍ମରଣ କରି ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁଦିବସ ଉତ୍ସାହ ଓ ଭାବଗମ୍ଭୀର ପରିବେଶରେ ପାଳିତ
Read More...

ଟିଟିଲାଗଡ଼ରେ ରାଇଜିଂ ଷ୍ଟାରର ଚମତ୍କାର ବିଜୟ, ୫-୧ ଗୋଲରେ ଜିତିଲା ଫାଇନାଲ୍

ଟିଟିଲାଗଡ଼ରେ ଜମିଲା ଫୁଟବଲ୍ ଲଢ଼େଇ, ରାଇଜିଂ ଷ୍ଟାରର ଚମତ୍କାର ବିଜୟ ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ସିନିୟର୍ ଡିଷ୍ଟ୍ରିକ୍ଟ ନକ୍ ଆଉଟ୍ ଫୁଟବଲ୍ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍‌ରେ ଦମଦାର୍‌ ବିଜୟ ହାସଲ କରିଛି ଟିଟିଲାଗଡ଼ ହାଟପଦାପଡ଼ାର ରାଇଜିଂ ଷ୍ଟାର ।
Read More...

ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂଜ୍ୟପାଦ ସଦ୍‌ଗୁରୁଦେବ ପରମହଂସ ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀଜୀ ମହାରାଜଙ୍କ ୭୧ତମ ଜନ୍ମଦିବସ ଅବସରରେ ବିଶ୍ୱାତ୍ମ ଚେତନା ପରିଷଦର ତତ୍ତ୍ୱାବଧାନରେ ଖୁଜେନପାଲିସ୍ଥିତ ବିଶ୍ୱାତ୍ମ ବିଦ୍ୟାମନ୍ଦିର ପରିସରରେ ଏକ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର
Read More...

କଦମପଡା ଠାରେ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟା ଏକତ୍ରୀକରଣ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରସ୍ଵତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର କଦମପଡା ଠାରେ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟା ଏକତ୍ରୀକରଣ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୂର୍ବତନ ଆଚାର୍ଯ୍ୟ ସହଦେବ ଖମାରୀ, ସମ୍ମାନିତ ଅତିଥି କଲ୍ୟାଣୀ ସରାଫ, ପୂର୍ବତନ ପ୍ରଧାନ ଆଚାର୍ଯ୍ୟ ଚିନ୍ତାମଣି
Read More...

“ବେଦ ପାଠର ମାହାତ୍ମ୍ୟ”

ରାଉରକେଲା, (ସସ୍ମିତା ପ୍ରଧାନ) : ଡିଏଭି ପବ୍ଲିକ ସ୍କୁଲରେ ଅଧ୍ୟକ୍ଷ ଡ. ସମୀର କୁମାର କାନୁନଗୋଙ୍କ ଅଦ୍ଧକ୍ଷତାରେ ବେଦ ସପ୍ତାହ ସହିତ ଶ୍ରାବଣୀ ଉତ୍ସବ ପାଳିତ ହୋଇଯାଇଛି । ବୈଦିକ ବିଚାର ଧାରାର ଅଗ୍ରଗତି ନିମନ୍ତେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୈଦିକ ସଂସ୍କାର, ନୈତିକତା ତଥା ମୂଲ୍ୟବୋଧର
Read More...

ଡିଏଭି ପବ୍ଲିକ ସ୍କୁଲ ଠାରେ ଗୁରୁଦିବସ ପାଳିତ

"ପ୍ରକୃତ ମାର୍ଗଦର୍ଶକ" ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀକଲୋନୀ ସ୍ଥିତ ଡ. ଏ. ଏନ. କେ ଡିଏଭି ପବ୍ଲିକ ସ୍କୁଲ ଠାରେ ଅତ୍ୟନ୍ତ ଆଡମ୍ବର ସହିତ ଗୁରୁଦିବସ ପାଳିତ ହୋଇଯାଇଛି । ସର୍ବପ୍ରଥମେ ବିଦ୍ୟାଳୟର ଅଧ୍ୟକ୍ଷ ଡ. ସମୀର କୁମାର କାନୁନଗୋ ଭାରତର ପୂର୍ବତନ ରାଷ୍ଟ୍ରପତି ଡ.
Read More...

ବେଆଇନ କଫ ସିରଫ ଜବତ : ତିନି ଜଣ ଯୁବକ ଗିରଫ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ଡୁଙ୍ଗୁରିପାଲି ଶିବାନନ୍ଦପଡ଼ାର ରିଜେ ସେଠ (୩୨), ଡୁଙ୍ଗୁରିପାଲି ବ୍ଲକ କଲୋନୀର
Read More...