ଏସ୍ପିସିବି ପକ୍ଷରୁ ଆନ୍ତର୍ଜାତୀୟ ନିର୍ମଳ ବାୟୁ ଓ ନୀଳ ଆକାଶ ଦିବସ ପାଳିତ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଆନ୍ତର୍ଜାତୀୟ ନିର୍ମଳ ବାୟୁ ଏବଂ ନୀଳ ଆକାଶ ଦିବସ-୨୦୨୬ ମହାସମାରୋହରେ ଆଜି ସ୍ଥାନୀୟ ସିଭିକ୍ ସେଣ୍ଟର ଠାରେ ପାଳିତ ହୋଇଯାଇଛି । ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ଵଳନ!-->…
Read More...
Read More...