ବଲାଙ୍ଗିର ଟାଉନ ହଲ ମରାମତି ହେବ କେବେ ?

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ହଲ ୨ ବର୍ଷ ହେଲା ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ଟାଉନ ହଲର ମରାମତି ପାଇଁ ରାଜ୍ୟ ସରକାର ଏକ କୋଟି ପଚାଶ ଲକ୍ଷ ଟଙ୍କା ମଂଜୁର କରିଥିଲେ ଏବଂ ଟେଣ୍ଡର ହୋଇ ଏକ କମ୍ପାନୀ ପାଇଥିଲା ଓ କାମ ମଧ୍ୟ ଆରମ୍ଭ ହୋଇଥିଲା ହେଲେ ଦୁଃଖର ବିଷୟ କାମ
Read More...

ପୂର୍ବତନ ଏସ୍‌ଆଇ ଅରକ୍ଷିତ ସାଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପରଲୋକରେ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ତଣ୍ଡାମୁଣ୍ଡା ଗ୍ରାମର ପୂର୍ବତନ ଏସ୍‌ଆଇ ଅରକ୍ଷିତ ସା । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିବା ବେଳେ ସେ ଖାଲି ପୋଲିସ ବିଭାଗର ଏସ୍‌ଆଇ ଭାବେ କାର୍ୟ୍ୟ କରୁନଥିଲେ । ଏକା ଧାରରେ ସେ ଜଣେ କୀର୍ତ୍ତନ
Read More...

ବସ୍‌ ଧକ୍କାରେ ଚାଲିଗଲା ଜୀବନ

ଭୁବନେଶ୍ୱର : ବେପାରୁଆ ଗାଡ଼ି ଚାଳନା ନେଲା ଆଉ ଏକ ଜୀବନ । ଭୁବନେଶ୍ୱର ଘାଟିକିଆ ଛକରେ ଭୟଙ୍କର ଦୁର୍ଘଟଣାରେ ଚାଲିଯାଇଛି ଜଣେ ଯୁବକଙ୍କ ଜୀବନ । ମୃତ ଯୁବକ ନାମ ସୌମ୍ୟରଂଜନ ସାହୁ ହୋଇଥିବା ବେଳେ ତାଙ୍କ ବୟସ ୩୩ ବର୍ଷ ବୋଲି ଜଣାପଡିଛି । ସେ ରାଜଧାନୀ ଉପକଣ୍ଠ ପାଇକରାପୁର ଗାଁର ବାସିନ୍ଦା
Read More...

ନବ ଦାସଙ୍କ ଘରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍

ଝାରସୁଗୁଡ଼ା : ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା । ନବଙ୍କ ଝାରସୁଗୁଡ଼ା ସରବାହାଲ ସ୍ଥିତ ବାସଭବନରେ ପହଞ୍ଚିଲା ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ । ନୂଆ ତଦନ୍ତ ଅଧିକାରୀ ଏବଂ ଜଣେ ମହିଳା ଅଧିକାରୀ ନବଙ୍କ ଘରେ ପହଞ୍ଚିଛନ୍ତି । ପୁଅ ବିଶାଳ, ଝିଅ ଦୀପାଳି ଏବଂ ସ୍ତ୍ରୀ ମୀନତିଙ୍କର ବୟାନ
Read More...

ପାଟଣେଶ୍ୱରୀ ସାହିତ୍ୟ ସଂସଦ ଟ୍ରଷ୍ଟର ବାର୍ଷିକୋତ୍ସବ ପାଳିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ପାଟଣେଶ୍ୱରୀ ସାହିତ୍ୟ ସଂସଦ ଟ୍ରଷ୍ଟର ବାର୍ଷିକୋତ୍ସବ ରାଧାକୃଷ୍ଣ ମନ୍ଦିର ପରିସରରେ ଧୂମଧାମ୍‌ରେ ପାଳିତ ହୋଇଯାଇଛି । ସଂସଦର ସଭାନେତ୍ରୀ ସୁଶ୍ରୀ ସଂଯୁକ୍ତା ପରିଚ୍ଛାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଡଃ.
Read More...

ଯାତ୍ରା ଅଭିନେତ୍ରୀଙ୍କ ଶେଷଯାତ୍ରା : ସାମିଲ ହେଲେ ଉତ୍କଳ କଳାକାର ଏକାଡେମୀର ପ୍ରମୁଖ କାର୍ଯ୍ୟକର୍ତ୍ତା

ଯାଜପୁର, (ସସ୍ମିତା ପ୍ରଧାନ) : ଦୁନିଆଁ ରଙ୍ଗମଞ୍ଚରେ ଅନେକ ଚରିତ୍ରରେ ଅଭିନୟ କରିବାକୁ ଥିଲେ ବି ବାଛି ନେଇଥିଲେ ଯାତ୍ରା ମଞ୍ଚକୁ । ମୁକ୍ତ ମଞ୍ଚର ରଙ୍ଗୀନ ମାହୋଲରେ ଦର୍ଶକ ମାନଙ୍କୁ ହସାଇ, କନ୍ଦାଇ, ମନୋରଞ୍ଜନର ଖୋରାକ ଯୋଗେଇଦେବା ସହିତ ଜୀବନର ଶେଷ ଯାଏ କଳାକାରୀକୁ ଆପଣେଇ ନେବାକୁ
Read More...

କମସରା ଓ କୁମ୍ଭାରମୁଣ୍ଡା ଗ୍ରାମ ପଞ୍ଚାୟତର ଚାଷ ଜମିକୁ ଉଠାଜଳସେଚନ ଯୋଗାଇବା ପାଇଁ ଦାବି

ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନଙ୍କୁ ଭେଟିଲେ ପ୍ରତିନିଧି ଦଳ ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ କମସରା ଓ କୁମ୍ଭାରମୁଣ୍ଡା ଗ୍ରାମ ପଞ୍ଚାୟତର ଚାଷ ଜମିକୁ ଉଠାଜଳସେଚନ ଜରିଆରେ ଜଳସେଚିତ କରିବାକୁ ଓଡିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି, କୃଷକ
Read More...

ସଡ଼କ ଦୁର୍ଘଟଣାରେ ୪ ମୃତ, ଟ୍ରକ ଛାଡ଼ି ଡ୍ରାଇଭର ଫେରାର

ଭଦ୍ରକ : ବାରିପଦା: ଭଦ୍ରକ ଓ ବାରିପଦାରେ ଦୁଇ ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଭଦ୍ରକ ଜିଲ୍ଲାରେ ଟ୍ରକ୍-ବାଇକ୍ ଧକ୍କାରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନ ରାନ୍ଦିଆ ଫିଲ୍ମ ହଲ ସାମ୍ନାରେ ଦୁର୍ଘଟଣା ଘଟିଛି । ମୃତକଙ୍କ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ଆମେରିକା ଜାତୀୟ ଗୁଇନ୍ଦା ନିର୍ଦ୍ଦେଶିକା ତୁଳସୀ ଗବାର୍ଡ

• ୱାଶିଂଟନ୍ ଡିସିରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ତାଙ୍କର ଅତ୍ୟନ୍ତ ଫଳପ୍ରଦ ଆଲୋଚନାକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ• ଆମେରିକା ଗସ୍ତ ସମୟରେ ସୁଶ୍ରୀ ତୁଳସୀ ଗବାର୍ଡଙ୍କ ସହ ତାଙ୍କର ବାର୍ତ୍ତାଳାପ ଉପରେ ଆଲୋକପାତ କରିବା ସହ ଆପୋସ ସହଯୋଗକୁ ସୁଦୃଢ଼ କରିବାରେ ତାଙ୍କର ଭୂମିକାକୁ ପ୍ରଶଂସା କଲେ
Read More...

ମାର୍ଚ୍ଚ ୧୯ରୁ ମାଟ୍ରିକ୍ ଖାତା ଦେଖା ୧୮ରୁ କେନ୍ଦ୍ରରେ ଯୋଗ ଦେବେ ୧୨ ହଜାର ଶିକ୍ଷକ

କଟକ : ମାର୍ଚ୍ଚ ୧୯ରୁ ମାଟ୍ରିକ୍ ଖାତା ଦେଖା । ସେଥିପାଇଁ ମଙ୍ଗଳବାର ମୂଲ୍ୟାୟନ କେନ୍ଦ୍ରରେ ଯୋଗ ଦେବେ ପ୍ରାୟ ୧୨ହଜାର ଶିକ୍ଷକ ଶିକ୍ଷୟିତ୍ରୀ । ଖାତା ମୂଲ୍ୟାୟନ ପାଇଁ ୧୧ହଜାର ୮ଶହ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ହୋଇଛନ୍ତି । ଏହା ବାଦ୍ ପ୍ରତି ମୂଲ୍ୟାୟନ କେନ୍ଦ୍ରରେ ୧୦ଜଣ
Read More...