ରେଳ ଧାରଣାରୁ ମିଳିଲା ମୁଣ୍ଡ ବିହୀନ ଶବ

ଭଦ୍ରକ : ରେଳଧାରଣାରୁ ଯୁବକଙ୍କ ମୁଣ୍ଡ ବିହୀନ ମୃତ ଦେହ ଉଦ୍ଧାର ଘଟଣାରେ ତଦନ୍ତ ଆରମ୍ଭ କରିଛି ରେଳବାଇ ପୋଲିସ । ସୋମବାର ଭଦ୍ରକ ଜିଲ୍ଲା ବାଉଦପୁର ରେଳଷ୍ଟେସନ ନିକଟସ୍ଥ ରେଳଧାରଣାରୁ ରେଳବାଇ ପୋଲିସ ମୁଣ୍ଡ ଓ ଗୋଟିଏ ହାତ ନଥିବା ମୃତଦେହ ଉଦ୍ଧାର କରିଥିଲା । ହେଲେ ମୃତ ଯୁବକଙ୍କ ପରିବାର
Read More...

ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆଜି ରାଉରକେଲାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଏକ କଦମ୍ ଆପ କେ ସାଥ ତରଫରୁ ଇସ୍ପାତ ମାର୍କେଟ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସହରର ୧୫ ଜଣ ନାରୀ ସଫେଇ
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ହସ୍ତକ୍ଷେପ ରୁଷ ଓ ୟୁକ୍ରେନ ମଧ୍ୟରେ ପରମାଣୁ ଯୁଦ୍ଧ ଏଡ଼ାଇଥିଲା : ପୋଲାଣ୍ଡ ଉପବିଦେଶ ମନ୍ତ୍ରୀ

● ଅନ୍ତର୍ଜାତୀୟ କୂଟନୀତିରେ ବିଶ୍ୱ ବନ୍ଧୁ ଭାରତର ପ୍ରଭାବ ବଢ଼ୁଛି● ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ମିଳିଛି ଅନ୍ତର୍ଜାତୀୟ ସମର୍ଥନ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ରୁଷ ଏବଂ ୟୁକ୍ରେନ ମଧ୍ୟରେ ପରମାଣୁ ଯୁଦ୍ଧ ଏଡ଼ାଇଥିଲା ବୋଲି ପୋଲାଣ୍ଡ
Read More...

ମହାକୋଶଳ କୋଶଳି ନାଟବାଦୀ ୨୬ରୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଲ୍ଲିଶ୍ରୀ ବିହାର ସ୍ଥିତ ସାଇଟ କଲେଜ ସମ୍ମିଳନୀ କକ୍ଷରେ ରାମଜୀ ଯୁବକ ସଂଘ ତରଫରୁ ମହାକୋଶଳ କୋଶଳି ନାଟବାଦୀ-ନାଟଯାତ୍ରା ୨୦୨୫ ଆସନ୍ତା ୨୬ ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଧାକୃଣ୍ଣ ନାଟ୍ୟ ମଣ୍ଡପରେ ଅନୁଷ୍ଠିତ ହେବ ବୋଲି ଆଜିର ପ୍ରସ୍ତୁତି ବୈଠକରେ ସ୍ଥିର
Read More...

ଦାଦନ ଖଟିବାକୁ ଯାଇ ସନ୍ଦେହ ଜନକ ଭାବେ ଶ୍ରମିକଙ୍କ ମୃତ୍ୟୁ : ପରିବାର ବେସାହାରା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଦାଦନ ଶ୍ରମିକଙ୍କୁ ଟଙ୍କା ଆଗରୁ ଦେଇଥିବାରୁ କାମ କରାଇ ମାରିଦେଲେ ଇଟାଭାଟି ମାଲିକ ଓ ଦାଦନ ସର୍ଦ୍ଦାର, ଘରକୁ ଶବ ହୋଇ ଫେରିଲା ଘରୁ ସୁସ୍ଥ ସବଳ ହୋଇଯାଇଥିବା ମଣିଷ । ଏମିତି ଅଭିଯୋଗ ଆସିଛି ଖପ୍ରାଖୋଲ ଥାନା ନାନ୍ଦୁପଲା ପଞ୍ଚାୟତ ଅନ୍ତର୍ଗତ ଡୁଡୁମଧରା
Read More...

ବାର୍ଷିକ ଉତ୍ସବ ଓ ଅଷ୍ଟପ୍ରହରୀ ନାମଯଜ୍ଞ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨ ଚିପଟାଇପ ମାର୍କେଟ ସ୍ଥିତ ଆଖଣ୍ଡଳମଣି ଓ ହନୁମାନ ମନ୍ଦିର କମିଟି ପକ୍ଷରୁ ବାର୍ଷିକ ଉତ୍ସବ ଓ ଅଷ୍ଟ ପ୍ରହରୀ ନାମ ଯଜ୍ଞ ସମ୍ପନ୍ନ ହୋଇଯାଇଛି । ଗତ ମାର୍ଚ୍ଚ ୧୧ ତାରିଖ ଦିନ ମନ୍ଦିରର ବାର୍ଷିକ ଉତ୍ସବ ଓ ୧୩,୧୪,୧୫ ତାରିଖ ଅଷ୍ଟ ପ୍ରହରୀ ନାମଯଜ୍ଞ
Read More...

ଦାଦାବଟି ମାଗିଥିଲେ, ନଦେବାରୁ ଘର ଉପରକୁ ଫିଙ୍ଗିଲେ ଦୁଇଟି ବୋମା

ସାଲେପୁର : ଦାଦାବଟିକୁ ନେଇ ବୋମାମାଡ଼ । କଟକ ଜିଲ୍ଲା ସାଲେପୁର ଥାନାରେ ବୋମାମାଡ଼ ନେଇ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ଜଣଙ୍କୁ ଅଟକ ରଖି ଜେରା କରୁଥିବା ଜଣାପଡିଛି । ଖବର ଅନୁସାରେ କଟକ ଜିଲ୍ଲା ସାଲେପୁର ଥାନା ଭିମଦାଶପୁର ପଞ୍ଚାୟତର କୁସୁପୁର ଗାଁର ମସୁଦ୍‌ ଖାଁ ପାଗା
Read More...

ଟିଟିଲାଗଡ଼ ଗାୟତ୍ରୀ ପରିବାର ପକ୍ଷରୁ ୨୪ କୁଣ୍ଡିୟ ଶକ୍ତି ସମ୍ବର୍ଦ୍ଧନା ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଗାୟତ୍ରୀ ଶକ୍ତିପୀଠ ଆନୁକୂଲ୍ୟରେ ଥାନା ସମ୍ମୁଖରେ ଥିବା ବିଆର୍‌ସି ବିଲ୍ଡିଂ ଠାରେ ତ୍ରିଦିବସୀୟ ୨୪ କୁଣ୍ଡୀୟ ଶକ୍ତି ସମ୍ବର୍ଦ୍ଧନା ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ୧୪ ତାରିଖ ଶୁକ୍ରବାର ସକାଳେ କଳସ ଯାତ୍ରା, ୧୬ ତାରିଖ ଠାରୁ ୧୮
Read More...

ମୋଦୀ ଥିଲେ ଛତ୍ରପତି ଶିବାଜୀ : ପ୍ରଦୀପ ପୁରୋହିତ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ନରେନ୍ଦ୍ର ମୋଦୀ ପୂର୍ବ ଜନ୍ମରେ ଛତ୍ରପତି ଶିବାଜୀ ଥିଲେ । ସଂସଦର ବଜେଟ ଅଧିବେଶନରେ ସମ୍ବୋଧନ ସମୟରେ ଏଭଳି ଦାବି କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ପୂର୍ବଜନ୍ମରେ ପରମ ପରାକ୍ରମୀ ଛତ୍ରପତି ଶିବାଜୀ ଏ ଜନ୍ମରେ ନରେନ୍ଦ୍ର ମୋଦୀ ବୋଲି କହିଛନ୍ତି
Read More...

ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଏବଂ ନାଗରିକ ସମ୍ମାନ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ହାପି ମୁମେଣ୍ଟ ଇଣ୍ଡିଆ ପକ୍ଷରୁ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଏବଂ ନାଗରିକ ସମ୍ମାନ ସମାରୋହ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ପରିସରରେ ମହା ଆଡ଼ମ୍ବରର ସହ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟି
Read More...