୨୦ରୁ ରାଜ୍ୟରେ ଝଡ଼ ବର୍ଷା, ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର : ଗୁରୁବାରଠାରୁ ରାଜ୍ୟରେ କାଳବୈଶାଖୀ । ଏହାର ପ୍ରଭାବରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ାରେ ଘଡ଼ଘଡ଼ି ସହ ବର୍ଷା ହେବ । ଏସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୪୦ରୁ ୫୦ କିମି ବେଗରେ ପବନ
Read More...

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପରିଦର୍ଶନ କଲେ ମିଜୋରାମର ଶିକ୍ଷକ-ପ୍ରଶିକ୍ଷକ ପ୍ରତିନିଧି ଦଳ

ଭୁବନେଶ୍ୱର, (ପିଆଇବି) : ମିଜୋରାମର ଆଇଜଲ୍ ସ୍ଥିତ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଏଚ୍. ଲୋଲଫକ ଜୁଆଲାଙ୍କ ନେତୃତ୍ୱରେ ସେଠାକାର ବାରଜଣ ଶିକ୍ଷକ - ପ୍ରଶିକ୍ଷକ ଆଜି ସ୍ଥାନୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଶୈକ୍ଷିକ ପରିଦର୍ଶନରେ ଆସିଛନ୍ତି । ସେମାନେ ବିଭିନ୍ନ
Read More...

ଗଣମାଧ୍ୟମ ଏବଂ ମନୋରଞ୍ଜନ ଷ୍ଟାର୍ଟଅପ୍ ପାଇଁ ଅଭିନବ ସୁଯୋଗ ଆଣିବ ଓ୍ୱେଭେକ୍ସ ୨୦୨୫

ୱେଭେକ୍ସ ୨୦୨୫ରେ ପୁଞ୍ଜିପତି ଓ ନିବେଶକଙ୍କ ଆଗରେ ନିଜର ପ୍ରସ୍ତାବ ଉପସ୍ଥାପନ କରିବେ ଷ୍ଟାର୍ଟଅପ୍‌ନିବେଶ ଏବଂ ବ୍ୟାପକ ପ୍ରସାର ସୁନିଶ୍ଚିତ କରିବା ଲାଗି ଷ୍ଟାର୍ଟଅପ୍ ଗୁଡ଼ିକ ପାଇଁ ଦ୍ୱାର ଖୋଲିଲା ୱେଭେକ୍ସ ୨୦୨୫ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ
Read More...

ବୟୋଜ୍ୟେଷ୍ଠ ନାଗରିକ ଆବାସକୁ ସଶକ୍ତିକରଣ ବିଭାଗର ଅତିରିକ୍ତ ସଚିବଙ୍କ ପରିଦର୍ଶନ

ଦେଓଗାଁ, (ମନୀଷ କୁମାର ସାହୁ) : ଓଡ଼ିଶା ପ୍ରଶାସନିକ ସେବା ତଥା ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗର ଅତିରିକ୍ତ ସଚିବ ଭାସ୍କର ରାଇତୋ ଦେଓଗାଁ ବ୍ଲକ ଅଧିନସ୍ଥ ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାର ଦ୍ଵାରା ପରିଚାଳିତ ବୟୋଜ୍ୟେଷ୍ଠ ନାଗରିକ ଆବାସକୁ ଆକସ୍ମିକ ପରିଦର୍ଶନ
Read More...

ଜରାସିଂହା ଶାଶ୍ଵତ ଡିଗ୍ରୀ କଲେଜରେ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହା ସ୍ଥିତ ଶାଶ୍ଵତ ଡିଗ୍ରୀ ମହାବିଦ୍ୟାଳୟରେ ପ୍ରଥମ ବର୍ଷ ଛାତ୍ରୀମାନଙ୍କ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ କଲେଜ ଅଧ୍ୟକ୍ଷ ପୁରୁଷୋତ୍ତମ ମେହେର ସଭାପତିତ୍ୱ କରିଥିବା ବେଳେ ମାଷ୍ଟର ଟ୍ରେନର
Read More...

ମାଁ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା : ପ୍ରଥମ ପାଳିରେ ଲକ୍ଷାଧିକ ଜନସମାଗମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମାଁ ତାରାତାରିଣୀଙ୍କ ଚୈତ୍ର ମେଳା ୨୦୨୫ ପ୍ରଥମ ପାଳି ମଙ୍ଗଳବାର ଶାନ୍ତି ଶୃଙ୍ଖଳାର ସହିତ ପାଳିତ ହୋଇଯାଇଛି ।ମାଁଙ୍କ ଦର୍ଶନ ନିମନ୍ତେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ଜନସମାଗମ ହୋଇଥିଲା । ରାତ୍ର ୩ଟା ଠାରୁ ସିଂହ ଦ୍ଵାର ଦେଇ ପାହାଚ ଚଢି ମନ୍ଦିର
Read More...

କଳାବେଚ୍ ପିନ୍ଧିଲେ ଆଉଟ୍ ସୋରସିଂ କର୍ମଚାରୀ

୧୭ରୁ ୨୧ ତାରିଖ ଯାଏଁ କଳାବେଚ ପିନ୍ଧି ପ୍ରତିବାଦଛଟେଇଙ୍କ ପୁନଃ ନିଯୁକ୍ତି, ଆଉଟ୍ ସୋରସିଂ ବ୍ୟବସ୍ଥା ଉଚ୍ଛେଦ ଓ ସ୍ଥାୟୀ ନିଯୁକ୍ତି ଦାବି୨୬ରେ ଗର୍ଜିବ ଗାନ୍ଧୀ ମାର୍ଗ ବଲାଙ୍ଗିର ,(କେପିଏନ୍‌ଏସ୍‌) : ଓଡ଼ିଶା ସରକାରୀ ଆଉଟ ସୋରସିଂ କର୍ମଚାରୀ ମହାସଂଘର ଆହନ କ୍ରମେ ବଲାଙ୍ଗିର ଜିଲ୍ଲାର
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅଙ୍ଗନବାଡି ଲେଡିସ ୱାର୍କର୍ସ ଆସୋସିଏସନର ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ମଜଦୁର ସଙ୍ଘ ସଂଲଗ୍ନ ଅଲ ଓଡିଶା ଅଙ୍ଗନବାଡି ଲେଡିସ ୱାର୍କର୍ସ ଆସୋସିଏସନ ଗଞ୍ଜାମ ଜ଼ିଲ୍ଲା ପକ୍ଷରୁ ଗଞ୍ଜାମ ଜ଼ିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ୧୦ ଦଫା ଦାବୀ ନେଇ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ସଭାନେତ୍ରୀ ହେମଲତା
Read More...

ଖଣ୍ଡାୟତ କ୍ଷତ୍ରିୟ ମହାସଭାର ପ୍ରସ୍ତୁତି ବୈଠକ

ରାଉରକେଲା,( ସସ୍ମିତା ପ୍ରଧାନ) : ସେକ୍ଟର ୩ସ୍ଥିତ ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ଆଗାମୀ କାର୍ଯ୍ୟକ୍ରମ ନେଇ ଏକ ପ୍ରସ୍ତୁତି ବୈଠକ ମହାସଭାର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଉପସଭାପତି ସୁବ୍ରତ କୁମାର ମଲ୍ଲିକଙ୍କ ଆବାହକତ୍ଵରେ ଆୟୋଜିତ ଏହି ବୈଠକରେ ଉପସ୍ଥିତ
Read More...

ଆଦର୍ଶ ଶିକ୍ଷକଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୋମବାର ସକାଳ ୬ଟା ୩୫ ମିନିଟ୍‌ ସମୟରେ ଶାନ୍ତିପଡ଼ାନିବାସୀ ଚାନ୍ଦମଣୀ ସାହୁଙ୍କ ପରୋଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ଶଯ୍ୟାସାୟୀ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହେଉଥିଲା । ସେ ଦୀର୍ଘ ୩୦ବର୍ଷରୁ ଅଧିକ ସମୟ
Read More...