ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ, (ପିଆଇବି) : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତିଫ ଶ୍ରୀ ମୋଦୀ କହିଛନ୍ତି, ଦାରିଦ୍ର୍ୟ ଦୂରୀକରଣ ଏବଂ ସାମାଜିକ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇ ସାଂସଦ ତଥା ମନ୍ତ୍ରୀ ଭାବେ ଡ.
Read More...

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ…

ନୂଆଦିଲ୍ଲୀ, (ପିଆଇବି) : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି । ରାଷ୍ଟ୍ରପତି ତାଙ୍କର ଶୋକବାର୍ତ୍ତାରେ କହିଛନ୍ତି, ‘‘ପୂର୍ବତନ କେନ୍ଦ୍ର
Read More...

ଭାରତ-ନ୍ୟୁଜିଲାଣ୍ଡ ମିଳିତ ବିବୃତି

ନୂଆଦିଲ୍ଲୀ, (ପିଆଇବି) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକ୍ରମେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ୍ ୧୬ରୁ ୨୦ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଛନ୍ତି । ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ଲକ୍ସନ୍ ନୂଆଦିଲ୍ଲୀ
Read More...

କାନ୍ଥ ପଡ଼ି ଚାଲିଗଲା ଝିଅର ଜୀବନ

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନନ୍ଦିପଦା ଥାନା ବଡ଼ରମ୍ଫାସ ଗାଁରେ ଅଘଟଣ । ସ୍କୁଲ ଯିବା ପାଇଁ ଖାଇ ବସିଥିବା ବେଳେ ଭାଙ୍ଗିପଡ଼ିଲା ମାଟି କାନ୍ଥ । ଯେଉଁଥିରେ ଭଉଣୀର ମୃତ୍ୟୁ ହୋଇଥିବା ବେଳେ ଭାଇକୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବଡ଼ରମ୍ଫାସ
Read More...

ଚୈତ୍ର ପର୍ବ ଅବସରରେ ତାରାତାରିଣୀ ପୀଠରେ : ଗଞ୍ଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀ ପୀଠ ଠାରେ ଅନୁଷ୍ଠିତ ହେଉଥିବା ଚୈତ୍ର ପର୍ବ ପାଳନ ଅବସରରେ ଭକ୍ତ ମାନଙ୍କ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଜନ ସମାରୋହ ଓ ଲୋକନୃତ୍ୟ ସଂସ୍କୃତି ଭାରତ ଲୀଳା ସୋମବାର ପରିବେଷଣ
Read More...

୫ଜି ଇନୋଭେସନ୍ ହ୍ୟାକାଥନ୍ ୨୦୨୫ ର ଶୁଭାରମ୍ଭ

● ୫ଜି ଇନୋଭେସନ୍ ହ୍ୟାକାଥନ୍ ୨୦୨୫ : ପ୍ରବେଶ ପାଇଁ ଆହ୍ଵାନ● ଡିଓଟି ପକ୍ଷରୁ ୫ଜି ଇନୋଭେସନ୍ ହ୍ୟାକାଥନ୍ ୨୦୨୫ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା● ଛଅ ମାସ ଅବଧିର ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ୫ଜିର ଉପଯୋଗ କରି ଅଭିନବ ପ୍ରୋଟୋଟାଇପ୍ ବିକଶିତ କରିବା● ଏହି କାର୍ଯ୍ୟକ୍ରମ ୫ଜି ୟୁଜ୍
Read More...

କାଠ ବୋଝେଇ ଟ୍ରାକ୍ଟର ଜବତ : ଜଣେ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଡାଙ୍ଗବାହାଲ ଠାରେ ଖଇର ଗଣ୍ଡି ଚୋରି କରି ନେଉଥିବା (ଓଡ଼ି୧୭ ଜେ ୦୭୧୩) ଟ୍ରାକ୍ଟର ଯାହାର ଟ୍ରଲି ନମ୍ବର (ଓଡି ୧୭ ଜେ ୦୭୧୪)କୁ ବନ ବିଭାଗ ଜବତ କରିଛି । ତେବେ ଜବତ କାଠ ୨.୧୫୦ ମେଟ୍ରିକ୍ ଟନ୍
Read More...

କାଠ ବୋଝେଇ ମହିନ୍ଦ୍ରା ମ୍ୟାକ୍ସ ପିକ୍‌ଅପ୍‌ ଗାଡ଼ି ଜବତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ବୋଡ଼େନ ଥାନା ଅନ୍ତର୍ଗତ ଧଉଁଲିବାହାଲ ଗ୍ରାମ ଠାରେ ବିଜା ଗଣ୍ଡି ଚୋରି କରି ନେଉଥିବା (ଓଆର୍‌ ୦୩ ଡି ୧୮୩୨) ମହିନ୍ଦ୍ରା ମ୍ୟାକ୍ସ ପିକ୍‌ଅପ୍‌ ଗାଡ଼ିକୁ ବନ ବିଭାଗ ଜବତ କରିଛି । ତେବେ ଜବତ କାଠ ୪୦ ସିଏଫ୍ଟି ହୋଇଥିବା ବେଳେ
Read More...

ପୁଣି ଜାଲ କାଗଜପତ୍ର କରି ମନ୍ଦିର ଜମି ଦଖଲ ଅଭିଯୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୁଣି ମନ୍ଦିର ଜମି ଦଖଲ କରି ଜାଲ କାଗଜପତ୍ରରେ ବିକ୍ରି କରିବା ବ୍ରହ୍ମପୁରରେ ଦଲାଲ ସକ୍ରୀୟ ହୋଇଥିବା ଜଣାଯାଇଛି । ବ୍ରହ୍ମପୁର ସାନ ବଜାର ଛକ ସ୍ଥିତ ଭେଙ୍କେଟେଶ୍ୱର ମହାପ୍ରଭୁଙ୍କ ୧୦ ଏକର ଜମିକୁ ଏବେ ଦଖଲ କରିଛନ୍ତି କିଛି ବ୍ୟବସାୟୀ ଓ ଦଲାଲ ।
Read More...

ପଙ୍ଗନିଆ ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ପଙ୍ଗନିଆ(ବସ୍ତିପଡ଼ା)ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶନିବାର ସ୍ଥାନୀୟ ଗାଁ ପୋଖରୀରୁ ଶତାଧିକ ମହିଳାଙ୍କ ଦ୍ଵାରା କଳସ ଶୋଭାଯାତ୍ରା ପ୍ରହରୀ ମଣ୍ଡପ ପର୍ଯ୍ୟନ୍ତ
Read More...