ବାଞ୍ଜିବାହାଲ ଗ୍ରାମର ତିଳୋତ୍ତମା ଦେବୀଙ୍କ ପରଲୋକ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ବାଞ୍ଜିବାହାଲ୍ ଗ୍ରାମର ସ୍ୱର୍ଗତ ମାଧବ ଚନ୍ଦ୍ର ମୁଣ୍ଡଙ୍କ ଧର୍ମପତ୍ନୀ ତିଳୋତ୍ତମା ଦେବୀଙ୍କ ୮୫ ବର୍ଷ ବୟସରେ ନିଜସ୍ଵ ବାସଭବନରେ ଶନିବାର ଭୋର୍‌ରୁ ପରାଲୋକ ହୋଇଯାଇଛି । ଏକ ଗ୍ରାମ୍ୟ ଜୀବନରୁ ଜୀବନଚର୍ଯ୍ୟା ଆରମ୍ଭ କରିଥିବା
Read More...

ପାଇକମାଲ ହାଇସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପାଇକମାଲ ବ୍ଲକ ଚେୟାରମେନ ଭାବନା ସିଂ ଏବଂ ଟାଇଲ ଚନ୍ଦ୍ର ଭୋଇ
Read More...

ସୁରତରଙ୍ଗର “ଅକ୍ଷୟ—ଏକ ଅମ୍ଳାନ ସ୍ମୃତି” ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଶେୟାର ଶାଖା ସଂସ୍ଥାର ‘ସୁର ତରଙ୍ଗ’ ତରଫରୁ ସ୍ଥାନୀୟ ସିଭିକ ସେଣ୍ଟର ଠାରେ “ଅକ୍ଷୟ—ଏକ ଅମ୍ଳାନ ସ୍ମୃତି” ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଓଡ଼ିଆ ସଙ୍ଗୀତର ମହାନ ଶିଳ୍ପୀ
Read More...

ବିବେକାନନ୍ଦ ଲୋକ ସଂସଦର ଉଦ୍‌ବୋଧନୀ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ସୁନ୍ଦରଗଡ଼ ଜିଲ୍ଲା ଶାଖା ଆନୁକୂଲ୍ୟରେ ସରସ୍ୱତୀ ବିଦ୍ୟା ମନ୍ଦିରରେ ଉଦ୍‌ବୋଧନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଶିଶିର ପାଣି ସଭାପତିତ୍ୱ ଆସନ ଗ୍ରହଣ କରିଥିବାବେଳେ ଉଦବୋଧନୀର
Read More...

ଜାତୀୟ ରାଜପଥରେ ଦୁର୍ଘଟଣା : ଚାଲିଗଲା ଯୁବନେତାଙ୍କ ଜୀବନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଭୟାବହ ଦୁର୍ଘଟଣା । ବଲାଙ୍ଗିର-ସୁବର୍ଣ୍ଣପୁର ୫୭ ନମ୍ବର ଜାତୀୟ ରାଜପଥରେ ଭୟାବହ ଦୁର୍ଘଟଣା । ଏହି ଦୁର୍ଘଟଣାରେ ବିଜେପି ଯୁବ ନେତାଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁବରଣ କରିଥିବା ଯୁବ ନେତା ଜଣକ ହେଲେ ବଇଁରାସର ଗାଁର ସୂର୍ଯ୍ୟ ନାୟକ ।
Read More...

ଜାହାଜ ଏବଂ ବନ୍ଦର ସୁରକ୍ଷା ପାଇଁ ‘ବନ୍ଦର ସୁରକ୍ଷା ବ୍ୟୁରୋ’ ଗଠନ ସମ୍ପର୍କରେ ଅମିତ ଶାହଙ୍କ ସମୀକ୍ଷା ବୈଠକ

କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ସାରା ଦେଶରେ ବନ୍ଦରଗୁଡ଼ିକ ପାଇଁ ଏକ ଦୃଢ଼ ସୁରକ୍ଷା ଢାଞ୍ଚା ପ୍ରତିଷ୍ଠା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତିବାଣିଜ୍ୟ କ୍ଷମତା, ସ୍ଥାନ ଏବଂ ଅନ୍ୟାନ୍ୟ କାରକଗୁଡିକୁ ବିଚାରକୁ ନେଇ ସୁରକ୍ଷା ପଦକ୍ଷେପଗୁଡ଼ିକ ପର୍ଯ୍ୟାୟକ୍ରମେ ଏବଂ ବିପଦ-ଭିତ୍ତିକ
Read More...

ପ୍ରଧାନମନ୍ତ୍ରୀ ୨୦ ଡିସେମ୍ବରରେ ପଶ୍ଚିମବଙ୍ଗ ଗସ୍ତରେ ଯିବେ

ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ପ୍ରାୟ ୩୨୦୦ କୋଟି ଟଙ୍କାର ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେପ୍ରଧାନମନ୍ତ୍ରୀ ନଦିଆ ଜିଲ୍ଲାରେ ଏନଏଚ-୩୪ରେ ୬୬.୭ କିମି ଦୈର୍ଘ୍ୟର ୪ ଲେନ୍ ବିଶିଷ୍ଟ ବାରାଜଗୁଲି-କ୍ରିଷ୍ଣାନଗର ସେକ୍ସନର ଉଦଘାଟନ କରିବେପ୍ରଧାନମନ୍ତ୍ରୀ ଉତ୍ତର ଚବିଶ
Read More...

ଦେଶବ୍ୟାପୀ ଆଦିବାସୀ ବିକାଶକୁ ତ୍ୱରାନ୍ୱିତ କରିବାକୁ ଜୁଏଲ୍ ଓରାମଙ୍କ ନେତୃତ୍ୱରେ ଆଦିବାସୀ ସାଂସଦମାନଙ୍କ ଏକତା

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ ଗୁରୁବାର ଆଦିବାସୀ ସାଂସଦ ଏବଂ ମନ୍ତ୍ରୀମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ଆଲୋଚନାର ନେତୃତ୍ୱ ନେଇଥିଲେ, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତର ଆଦିବାସୀ ସମ୍ପ୍ରଦାୟର ସାମଗ୍ରିକ ବିକାଶକୁ ତ୍ବରାନ୍ବିତ
Read More...

୨୦-୨୧ ଡିସେମ୍ବରରେ ଆସାମ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ଆସାମରେ ପ୍ରାୟ ୧୫,୬୦୦ କୋଟି ଟଙ୍କାର ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀଗୌହାଟୀରେ ଲୋକପ୍ରିୟ ଗୋପୀନାଥ ବରଦୋଲୋଇ ଅର୍ନ୍ତଜାତୀୟ ବିମାନବନ୍ଦରର ନୂଆ ଟର୍ମିନାଲ ଭବନ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀପ୍ରାୟ ୧.୪ ଲକ୍ଷ ବର୍ଗ ମିଟରରୁ ଅଧିକ ପରିବ୍ୟାପ୍ତ ଏହି ନୂତନ
Read More...

ସାମୁଦ୍ରିକ କ୍ଷେତ୍ର, ସେତୁ ଓ ଟନେଲ ଇଞ୍ଜିନିୟରିଂ, ପ୍ରତିରକ୍ଷା ଲଜିଷ୍ଟିକ୍ସ ଏବଂ ବହୁମୁଖୀ ପରିବହନ ଯୋଜନାକୁ ଆଗକୁ…

ଗତି ଶକ୍ତି ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ବୈଠକ ଅନୁଷ୍ଠିତ ନୂଆଦିଲ୍ଲୀ, (ପିଆଇବି) : ଗତି ଶକ୍ତି ବିଶ୍ୱବିଦ୍ୟାଳୟ (ଜିଏସଭି)ର ଦ୍ୱିତୀୟ ବୈଠକ ନୂଆଦିଲ୍ଲୀ ରେଳ ଭବନରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଅଧ୍ୟକ୍ଷତା କରି କେନ୍ଦ୍ର ରେଳ, ସୂଚନା ଏବଂ
Read More...