ରୁଷ ରାଷ୍ଟ୍ରପତିଙ୍କ ଆବାସ ଉପରେ ଆକ୍ରମଣ ଖବରକୁ ନେଇ ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ ରାଷ୍ଟ୍ରପତିଙ୍କ ଆବାସକୁ ଲକ୍ଷ୍ୟ କରି ହୋଇଥିବା ଆକ୍ରମଣ ଖବରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।ଶ୍ରୀ ମୋଦୀ କହିଛନ୍ତି, ବର୍ତ୍ତମାନ ଜାରି ରହିଥିବା କୂଟନୈତିକ ପ୍ରୟାସ ଶତ୍ରୁତା ସମାପ୍ତ କରିବା ଏବଂ ଦୀର୍ଘସ୍ଥାୟୀ!-->…
Read More...
Read More...