ବିଦ୍ୟା ଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଦ୍ଵାରା ପୁସ୍ତକ ମନସ୍କ ଓ କବିତା ଲେଖିବା କାର୍ଯ୍ୟକ୍ରମ
ବଲାଙ୍ଗିର, (କେପିଏନ୍ଏସ୍) : ବିଦ୍ୟା ଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଦ୍ଵାରା ପୁସ୍ତକ ମନସ୍କ ଓ କବିତା ଲେଖିବା କାର୍ଯ୍ୟକ୍ରମ ଠେମରା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ପୁସ୍ତକ ହିଁ ଅନ୍ଧାରରୁ ଆଲୋକ ପଥ ଦେଖାଏ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା । ଏଥିରେ!-->…
Read More...
Read More...