ଠାକୁରାଣୀଙ୍କ ମନ୍ଦିର ପାଇଁ ଭୂମି ପୂଜା କଲେ ବିଧାୟକ
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତ କୁଶପଲ୍ଲୀ ହରିଜନ ସାହିରେ ନିର୍ମାଣ ହେବ ମା' ଠାକୁରାଣୀ ମନ୍ଦିର । ଏଥି ପାଇଁ ବୁଧବାର ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଭୂମି ପୂଜା କରିଛନ୍ତି । ଭୂମିପୂଜନ ବେଳେ ସମିତି ସଭ୍ୟାଙ୍କ ପ୍ରତିନିଧି ଲିଙ୍ଗରାଜ!-->…
Read More...
Read More...