ଓଡ଼ିଆପାଲିରେ ଅଭାବନୀୟ ଘଟଣା : କୁକୁଡ଼ା ଫାର୍ମର କେମିକାଲ ମିଶ୍ରିତ ମଦ ପିଇ ଜଣେ ମୃତ, ଦୁଇଜଣ ସଙ୍କଟରେ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଓଡ଼ିଆପାଲି ଗାଁରେ ଆଜି ଅପରାହ୍ନ ସମୟରେ ଘଟିଥିବା ଏକ ଭୟାବହ ଘଟଣା ଅଞ୍ଚଳସାରା ଚର୍ଚ୍ଚାରେ ରହିଛି । ସ୍ଥାନୀୟ ସୂତ୍ର ଅନୁସାରେ, କୁକୁଡ଼ା ଫାର୍ମ ସମ୍ମୁଖରେ ଗ୍ରାମର ଚନ୍ଦନ ମାଝୀ ଚରୁ ଭୋଜି ଦେଇଥିଲେ।!-->…
Read More...
Read More...