ମାସିକ ରଚନା ସନ୍ଧ୍ୟାରେ “ଏବେ ଆମ ଯୁବପିଢ଼ି ସମ୍ମୁଖରେ ଆହ୍ୱାନ” ଶୀର୍ଷକ ଆଲୋଚନା ଚକ୍ର
ବଲାଙ୍ଗିର, (କେପିଏନ୍ଏସ୍) : ବର୍ତ୍ତମାନର ଯୁବପିଢ଼ିଙ୍କ ଆଗରେ ଆହ୍ୱାନ ଅନେକ, ପ୍ରତିଯୋଗିତା ଅନେକ । ସେମାନେ ନିଜକୁ ମୋବାଇଲର କୃତ୍ରିମ ଦୁନିଆ ଭିତରେ ଆବଦ୍ଧ ନରଖି ନିଜ ଭିତରେ ଥିବା ପ୍ରକୃତ ଗୁଣକୁ ଚିହ୍ନନ୍ତୁ ଏବଂ ଅଭିଭାବକମାନେ ସେମାନଙ୍କ ଉପରେ ପାଠର ବୋଝ ନଲଦି ମୁକ୍ତ ବିଚାର ପାଇଁ!-->…
Read More...
Read More...