ଏସ୍‌ଆଇଆର୍‌ କାର୍ଯ୍ୟର ଅଗ୍ରଗତିକୁ ନେଇ ବରିଷ୍ଠ ଆଇ.ଏ.ଏସ୍‌. ଡି. ପ୍ରଶାନ୍ତ କୁମାର ରେଡ୍ଡୀଙ୍କ ପ୍ରଶଂସା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)-୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା ପାଇଁ ଜିଲ୍ଲା ଭୋଟର ତାଲିକା ପର୍ଯ୍ୟବେକ୍ଷକ ତଥା ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଡି. ପ୍ରଶାନ୍ତ କୁମାର ରେଡ୍ଡୀ (ଭା.ପ୍ର.ସେ.)ଙ୍କ
Read More...

ସମାଜସେବୀ ସୁଧାଂଶୁ ଶେଖର ନାଏକଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକର ଗଇଁତାସ୍ଲା ଗ୍ରାମର ପୂର୍ବତନ ସରପଞ୍ଚ ତଥା ବିଶିଷ୍ଟ ସମାଜସେବୀ ସୁଧାଂଶୁ ଶେଖର ନାଏକଙ୍କର ପରଲୋକ ଘଟିଛି । ଗତ ୨୩ ତାରିଖ ସକାଳେ ସେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ
Read More...

ଜନ୍ମବେଦୀରେ ସରିଲା ଶ୍ରୀଜିଉଙ୍କ ଲୀଳାଖେଳ : “ଜୟ ଜଗନ୍ନାଥ” ଧ୍ୱନିରେ ପ୍ରକମ୍ପିତ ସାରା ଅଞ୍ଚଳ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବିପୁଳ ଉତ୍ସାହ ଓ ଉଦ୍ଦୀପନା ସହ ସାମାନ୍ୟ ଶୁଖିଲା ଖରା ପାଗ ମଧ୍ୟରେ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ବାହୁଡ଼ାଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ମନ୍ଦିରର ଦ୍ୱାର ଫିଟା ପରେ ରୀତିନୀତି ଅନୁସାରେ ପୂଜାର୍ଚ୍ଛନା କରାଯିବା ପରେ
Read More...

ରାମ ମନ୍ଦିର ପରିସରରେ ଏକ ଭଜନ ସନ୍ଧ୍ୟା ଆସର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରାମ ମନ୍ଦିର ପରିସରରେ ଓଡିଆ ସାହିତ୍ୟ ସେବା ଓ ସୁରକ୍ଷା ପରିବାରର ଆନୁକୁଲ୍ୟରେ ଶ୍ରୀମତୀ ରଶ୍ମି ପାତ୍ରଙ୍କ ସଭାପତିତ୍ଵ ଓ ସମ୍ପାଦକ ଦିଲୀପ କୁମାର ପୁରୋହିତଙ୍କ ନେତୃତରେ ରଥଯାତ୍ରା ଉପଲକ୍ଷ୍ୟେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଏକ ଭଜନ
Read More...

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ

ବରଗଡ଼ ପାଇଁ ସୈନିକ କଲ୍ୟାଣ ବୋର୍ଡ, ସିଏସଡି କାଉଣ୍ଟର ଓ ସୈନିକ ସ୍କୁଲ ଦାବି ଉଠାଇଲେ ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟି ବରଗଡ଼ ଜିଲ୍ଲା ଏବଂ ପଶ୍ଚିମ ଓଡ଼ିଶାର ପୂର୍ବତନ ସୈନିକ, ସେମାନଙ୍କ
Read More...

ବଲାଙ୍ଗିର ପୌର ପରିଷଦ ପକ୍ଷରୁ ଦୁଇଟି ସ୍ୱର୍ଗ ରଥର ଶୁଭ ଉଦ୍‌ଘାଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌର ପରିଷଦ ପକ୍ଷରୁ ଦୁଇଟି ସ୍ୱର୍ଗ ରଥର ଶୁଭ ଉଦ୍‌ଘାଟନ କରାଯାଇଛି । ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଏହି ସ୍ୱର୍ଗ ରଥର ଉଦ୍‌ଘାଟନ କରିଥିଲେ । ପରେ ଏହି ଦୁଇଟି ସ୍ୱର୍ଗ ରଥକୁ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଏବଂ ବଲାଙ୍ଗିର ସ୍ୱେଚ୍ଛାସେବୀ
Read More...

ଦିବ୍ୟଜୀବନ ସଂଘ ବଲାଙ୍ଗିରରେ ପବିତ୍ର ରଥ ଯାତ୍ରା ଓ ବାହୁଡ଼ା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭଗବତୀ ନଗର ସ୍ଥିତ ଦିବ୍ୟଜୀବନ ସଂଘ ଶିବାନନ୍ଦ ଆଶ୍ରମରେ ପବିତ୍ର ରଥ ଓ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଷାଢ ଶୁକ୍ଲ ଦ୍ୱିତୀୟା ପବିତ୍ର ତିଥିରେ ଜଗତର ନାଥ ଜଗନ୍ନାଥ, ବଳଭଦ୍ର ଓ ମାତା ସୁଭଦ୍ରା ମନ୍ଦିରରୁ ବାହାରି ପହଣ୍ଡିରେ ମାଉସୀ
Read More...

ବଲାଙ୍ଗିର ଅବକାରୀ ବିଭାଗ ହାତରେ ୭ କୁଇଂଟାଲ ଗଞ୍ଜେଇ ସହ ୨ ଚାଲାଣକାରୀ

ବଲାଙ୍ଗିର : ବଲାଙ୍ଗିର ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ପ୍ରାୟ ୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ ସହ ଦୁଇ ଜଣ ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧ କୋଟି ୭ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି । ଛୁଟି ଦିନର ସୁଯୋଗ ନେଇ ଫୁଲବାଣୀରୁ ବିହାର ଅଭିମୁଖେ
Read More...

ବରଗଡ଼ ଟାଉନ ପୋଲିସକୁ ମିଳିଛି ବଡ଼ ସଫଳତା

ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ଟାଉନ ପୋଲିସକୁ ମିଳିଛି ବଡ଼ ସଫଳତା। କଫ୍‌ ସିରପ୍‌ ଚୋରା କାରବାର, ବ୍ରାଉନସୁଗର ଚାଲାଣ ଓ ଲୁଟମାର ଘଟଣାର ପର୍ଦ୍ଦାଫାସ କରି ମୋଟ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏହି ସମ୍ପର୍କରେ ଗୁରୁବାର ଅପରାହ୍ନ ୪ଟାରେ ବରଗଡ଼ ଏସ୍‌ପି କାର୍ଯ୍ୟାଳୟରେ
Read More...

ଚଟୁଅନକା ଗାଁରେ ଚାଞ୍ଚଲ୍ୟ : ସ୍ତ୍ରୀଙ୍କୁ ହାଣି ହତ୍ୟା କଲା ସ୍ୱାମୀ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଚଟୁଅନକା ଗ୍ରାମର ମାଝୀପଡାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ଅଭିଯୋଗ ଅନୁସାରେ, ସ୍ୱାମୀ ଦେବଚନ୍ଦ ମାଝୀ ନିଜ ସ୍ତ୍ରୀ କିଆଫୁଲ ମାଝୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ଜଣାପଡ଼ିଛି
Read More...