ରାଉରକେଲାରେ କଂଗ୍ରେସର ଜୋରଦାର ବିକ୍ଷୋଭ, ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ରାଉରକେଲା, (ସସ୍ମିତା ପ୍ରଧାନ) : ଦିଲ୍ଲୀର ଜନ୍ତରମନ୍ତରରେ ଛାତ୍ର ଆନ୍ଦୋଳନ ସମୟରେ ପୁଲିସର ଲାଠିଚାର୍ଜ ଓ ଲୁହବୁହା ଗ୍ୟାସ ପ୍ରୟୋଗକୁ ବିରୋଧ କରି ରାଉରକେଲାରେ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ଉଦିତନଗରସ୍ଥିତ ଆମ୍ବେଦକର ଛକରେ ଆୟୋଜିତ ଏହି ବିକ୍ଷୋଭରେ
Read More...

ଜଙ୍ଗଲ ରାସ୍ତାରେ ଡକାୟତି ଅଭିଯୋଗରେ ଦୁଇ ଗିରଫ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ଥାନା ଡାମେରିକିଆ ନିକଟ ମାରବାଲି ଠାରେ ସାରଙ୍ଗଗଡ଼ ପାଟ୍ଟଖଣ୍ଡା ସାହିର ବଶିଷ୍ଠ ପାତ୍ରଙ୍କ ପୁଅ କିରଣ ସିଂ ପାତ୍ର (୨୫) ଓ ଜିରିଡିକିଆ ଗ୍ରାମର ପିର ପ୍ରଧାନଙ୍କ ପୁଅ ରବି ଚନ୍ଦ୍ର
Read More...

ବାହୁଡା ଯାତ୍ରାରେ କୋଏଲ ପରିବାରର ସେବାଭାବ, ଭକ୍ତଙ୍କୁ କନିକା ପ୍ରସାଦ ଓ ପାନୀୟ ଜଳ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର ବାହୁଡା ଯାତ୍ରା ଅବସରରେ କୋଏଲ ପରିବାର ପକ୍ଷରୁ ରାଉରକେଲାର କୋଏଲନଗର ଅଞ୍ଚଳରେ ଭକ୍ତମାନଙ୍କ ପାଇଁ କନିକା ପ୍ରସାଦ ଓ ପାନୀୟ ଜଳ ବଣ୍ଟନ କରାଯାଇଥିଲା । ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡା ଯାତ୍ରାରେ ଯୋଗଦେଇଥିବା ଶତାଧିକ ଶ୍ରଦ୍ଧାଳୁ ଏହି ସେବାର
Read More...

ଜମି ବାଡ଼ି ବିବାଦକୁ ନେଇ ହତ୍ୟା : ଦୁଇ ଅଟକ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଥାନା ଅନ୍ତର୍ଗତ କୁମଯୋର୍ ଗ୍ରାମ ଠାରେ ଜମିବାଡ଼ି ବିବାଦକୁ ନେଇ ଜଣକୁ ହତ୍ୟା ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଜୟପାଟଣା ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତ ଶୁକ୍ରବାର ସନ୍ଧ୍ୟା ପାଞ୍ଚଟା ବେଳେ
Read More...

ଭକତର ଗୁହାରି “ନିଅ ପ୍ରଭୁ ହାତଧରି”

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସାରା ବିଶ୍ୱ ଜଗନ୍ନାଥମୟ, ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ସୌମ୍ୟ ଅରିଜିନାଲସ ୟୁଟ୍ୟୁବ ଚେନାଲରେ ମୁକ୍ତିଲାଭ କରିଛି ଏକ ଓଡ଼ିଆ ଜଗନ୍ନାଥ ଭଜନ "ନିଅ ପ୍ରଭୁ ହାତଧରି", ଜଣେ ଭକ୍ତ ଚାହୁଁଛି ସେହି କଳାଶ୍ରୀ ମୁଖକୁ ଥରୁଟିଏ ଦେଖିବା ପାଇଁ ଓ ଶ୍ରୀ
Read More...

ଓଡିଆ ସାହିତ୍ୟ ସେବା ଓ ସୁରକ୍ଷା ପରିବାର ଆନୁକୁଲ୍ୟରେ ଭଜନ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରାମ ଚରିତ ମାନସ ମନ୍ଦିର, ଡେଲିମାର୍କେଟ ପରିସରରେ ଓଡିଆ ସାହିତ୍ୟ ସେବା ଓ ସୁରକ୍ଷା ପରିବାରର ଆନୁକୁଲ୍ୟରେ ରଶ୍ମି ପାତ୍ରଙ୍କ ସଭାପତିତ୍ୱ ଓ ସମ୍ପାଦକ ଦିଲୀପ କୁମାର ପୁରୋହିତଙ୍କ ନେତୃତ୍ୱରେ ରଥଯାତ୍ରା ଉପଲକ୍ଷେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ
Read More...

ଲାଲଟିକ୍ରା ଠାରେ ବରିଷ୍ଠ ନାଗରିକମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଦ୍ୟ ତାରିଖ ୨୫ ଜୁଲାଇ ୨୦୨୬ ଦିନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲିପଡା ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ତରଫରୁ ଏକ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ଵାସ୍ଥ୍ୟ ସେବା ଶିବିର ଲାଲଟିକ୍ରା ବଲାଙ୍ଗିର ଠାରେ ଅନୁଷ୍ଠିତ ହେଇଥିଲା । ଏହି
Read More...

ଦି ହ୍ୟୁମାନିଟି ଫାଉଣ୍ଡେସନର ବାହୁଡାଯାତ୍ରାରେ ପ୍ରସାଦ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦି ହ୍ୟୁମାନିଟି ଫାଉଣ୍ଡେସନ ତରଫରୁ ବାହୁଡା ଯାତ୍ରା ଉପଲକ୍ଷେ ସେକ୍ଟର ୫ସ୍ଥିତ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ପ୍ରସାଦ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମଟିକୁ ଫାଉଣ୍ଡସନର ପ୍ରତିଷ୍ଠାତା ବିଜୟ ସୁନ୍ଦରାୟଙ୍କ ପରିଚାଳନାରେ ହୋଇଥିଲା । ଏହି
Read More...

ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀଚରଣ ମହାନ୍ତିଙ୍କ ବିୟୋଗରେ ଶୋକସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଗତି ଉତ୍କଳ ସଂଘର ପୂର୍ବତନ ଉପସଭାପତି ତଥା ପ୍ରକାଶନ ଉପଦେଷ୍ଟା, ରାଉରକେଲାର ଜଣାଶୁଣା ଶିକ୍ଷାବିତ୍, ସୁସାହିତ୍ୟିକ ଡଃ. ଶ୍ରୀଚରଣ ମହାନ୍ତିଙ୍କର ଭୁବନେଶ୍ୱର ଠାରେ ଗତ ୨୨ ତାରିଖ ରାତିରେ ୭୩ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାର
Read More...

ଜୟ ବାଲାଜି ଷ୍ଟିଲ କାରଖାନା ସମ୍ପ୍ରସାରଣକୁ ଗ୍ରାମବାସୀଙ୍କ ପ୍ରବଳ ବିରୋଧ

ରାଉରକେଲା/ଟାଇଁସର (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ରାଜସ୍ୱ ଜିଲ୍ଲା ଅଞ୍ଚଳରେ ଥିବା ପାନପୋଷ ଉପଖଣ୍ଡ ଅଧୀନରେ ଥିବା ଲାଠିକଟା ବ୍ଲକ ଅନ୍ତର୍ଗତ ଟାଇଁସର ଗ୍ରାମ ପଞ୍ଚାୟତର ଟାଇଁସର ଗ୍ରାମରେ ଥିବା ଜୟ ବାଲାଜି ଜ୍ୟୋତି ଷ୍ଟିଲ ଲିମିଟେଡ଼ ନାମକ ଏକ କାରଖାନା ବର୍ତ୍ତମାନ ଦୈନିକ ୪୦୦ ଟନ ଉତ୍ପାଦନ
Read More...