ବଲାଙ୍ଗିର ପୌରପରିଷଦ କାର୍ଯ୍ୟାଳୟରେ ପୌରାଧ୍ୟକ୍ଷା ଲିକା ସାହୁଙ୍କୁ ସାକ୍ଷାତ କଲା ବିଜୁ ଛାତ୍ର ଜନତା ଦଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବିଜୁ ଛାତ୍ର ଜନତା ଦଳ ତରଫରୁୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଂପାଦକ ସୁମନ କୁମାର ନନ୍ଦଙ୍କ ନେତୃତ୍ୱରେ ପୌରପରିଷଦ କାର୍ଯ୍ୟାଳୟରେ ପୌରାଧ୍ୟକ୍ଷା ଲିକାସାହୁଙ୍କୁ ସାକ୍ଷାତ କରି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ପାର୍କ ନିର୍ମାଣ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛକରେ ଥିବା ଆର୍‌ଏନ୍‌ ସିଂହଦେଓଙ୍କ ପ୍ରତିମୂର୍ତିକୁ ସୌନ୍ଦର୍ଯ୍ୟ କରଣ କରିବା ଏବଂ ମହିଳା ମହାବଦ୍ୟିାଳୟଠାରେ ଏକ ଆମର୍‌ କଲେଜ ସେଲ୍ଫି ପଏଣ୍ଟ ନିର୍ମାଣ ପାଇଁ ଦାବୀପତ୍ର ପ୍ରଦାନ କରାଯାଇଛି । ଏଥିରେ ବିଜୁ ଛାତ୍ର ଜନତା ଦଳର ପ୍ରତୀକ ତ୍ରିପାଠୀ, ସାଜିତ ପ୍ରଧାନ, ଆଶିଷ ଗଡତିଆ ପ୍ରମୁଖଙ୍କ ସହ ବହୁ ଛାତ୍ର ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.