ମିଆଦି ଜମା ସୁଧ ହାର ବଢାଇଲା ଷ୍ଟେଟ ବ୍ୟାଙ୍କ ଦେଶ ବିଦେଶ By Koshala Prabaha On Wednesday 11th May 2022, 6:30 pm Share ମୁମ୍ବାଇ : କେତେକ ଅବଧିର ମିଆଦି ଜମା ଉପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ସୁଧ ହାର ୪୦ରୁ ୯୦ ବେସିସ୍ ପଏଣ୍ଟ (୦.୪ରୁ ୦.୯୦ ପତିଶତ) ବୃଦ୍ଧି ଘୋଷଣା କରିଛି । ୨ କୋଟି ଏବଂ ତା’ଠାରୁ ଅଧିକ ଜମାରାଶି ଉପରେ ସୁଧ ହାରରେ ଏହି ବୃଦ୍ଧି କରାଯାଇଛି । news of india