csstore

ଥଣ୍ଡା ପାଣି ଏବଂ ସରବତ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୀମ ଭୋଇ ମେଡିକାଲ ହସ୍‌ପିଟାଲ ପ୍ରସୂତି ଭବନ ସାମ୍ନାରେ ମିତ୍ର ରୋଟି ବ୍ୟାଙ୍କ ପରିବାର ତରଫରୁ ପୌରାଧ୍ୟକ୍ଷା ଲିକା ସାହୁଙ୍କ କରକମଳରେ ଥଣ୍ଡା ପାଣି ଏବଂ ସରବତ ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମିତ୍ର ରୋଟି ବ୍ୟାଙ୍କର ସଭାପତି ଜୟସିଂ ରାଣା ଏବଂ ସଭ୍ୟ ସଭ୍ୟା ପ୍ରଣବ କୁମାର ମହାନନ୍ଦ, ଶ୍ରୀନିବାସ, ଗୀତାଞ୍ଜଳି ନାହାକ, ଟିଙ୍କୁ କୁମାର, ସୁଦ୍ଧା କୁମ୍ଭାର, ରୁନି ଲତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଏହାକୁ ପୂର୍ବତନ ନଗରପାଳ ପ୍ରଦୀପ ସାହୁ ଏବଂ ବର୍କାନି ସରପଞ୍ଚ ବଳଦେବ ସାହୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.