jsm

ବଲାଙ୍ଗିର ଆର୍‌ଟିଓର ଏନ୍‌ଫୋର୍ସମେଣ୍ଟ ଟିମ୍ ଦ୍ୱାରା ଟିଟଲାଗଡ, ପାଟଣାଗଡ ଏବଂ କଣ୍ଟାବାଂଜିରେ ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ବଲାଙ୍ଗିର ଆରଟିଓ କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ଜିଲ୍ଲାର ଟିଟଲାଗଡ, ପାଟଣାଗଡ ଏବଂ କଣ୍ଟାବାଂଜିରେ ଏହି ଉଲ୍ଲଂଘନକାରୀଙ୍କ ଠାରୁ କଡାରୁ କଡା ଫାଇନ ଆଦାୟ କରିଥିବା ସୂଚନା ମିଳିଛି । ତେବେ ବଲାଙ୍ଗିର ଆର୍‌ଟିଓର ଏନ୍‌ଫୋର୍ସମେଣ୍ଟ ଟିମ୍ ଜିଲ୍ଲାର ଟିଟଲାଗଡ, ପାଟଣାଗଡ ଏବଂ କଣ୍ଟାବାଂଜି ଠାରେ ସ୍ଥାନୀୟ ପୋଲିସ କର୍ମଚାରୀଙ୍କ ସହ ଗାଡି ଚଳାଇବା ସମୟରେ ଓଭର୍‌ଲୋଡିଂ, ମଦ୍ୟପ ଡ୍ରାଇଭିଂ, ହେଲ୍‌ମେଟ୍‌ ନପିନ୍ଧିବା, ମୋବାଇଲ୍ ଫୋନ୍ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ଠାରୁ ଏବଂ ଚାରି ଚକିଆ ଗାଡିରୁ କଡାରୁ କଡା ଫାଇନ ଆଦାୟ କରିଥିବା ଜଣାପଡିଛି ।

yuvodaya
Leave A Reply

Your email address will not be published.