୩ ଥର ବୋମାମାଡ କରି ଦୁର୍ବୃତ୍ତ ଫେରାର

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ କୁମ୍ଭାରପଡା ନିକଟରେ ବୋମାମାଡ ହୋଇଥିବା ଖବର ମିଳିଛି । କାଶୀନାଥ ମହାରଣାଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ୩ ଥର ବୋମାମାଡ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଖବର ପାଇ ଘଟଣାସ୍ଥଳରେ କୁମ୍ଭାରପଡା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ତେବେ କେଉଁ କାରଣକୁ ନେଇ ଦୁର୍ବୃତ୍ତମାନେ ବୋମାମାଡ କଲେ ତାହା ସ୍ପଷ୍ଟ ଜଣାପଡିନାହିଁ ।

Leave A Reply

Your email address will not be published.