ତରଭା ବ୍ଲକ ସରପଂଚ ସଂଘର ନୂତନ କର୍ମକର୍ତା ମନୋନୀତ

ତରଭା, (କେପିଏନ୍‌ଏସ୍‌) : ତରଭା ବ୍ଲକ ସରପଂଚ ସଂଘର ନୂତନ କର୍ମକର୍ତା ମନୋନୀତ କରାଯାଇଅଛି । ଏଥିରେ ସରପଂଚ ସଂଘର ସଭାପତି ଭାବରେ ବାଁଘିଆ ସରପଂଚ ଅଶ୍ୱିନୀ ବିଶି ସର୍ବ ସମ୍ମତିରେ ମନୋନୀତ ହୋଇଛନ୍ତି । ମେଣ୍ଡା ସରପଂଚ ଲିଜାରାଣୀ ଦଣ୍ଡସେନା ଉପସଭାପତି, ସରଗଜେ ସରପଞ୍ଚ ସମ୍ପାଦକ ଓ ମରଦୁଗୁଛ ସରପଞ୍ଚ ଦୀପକ ସାହୁ କୋଷାଧକ୍ଷ ଭାବରେ ମନୋନୀତ ହୋଇଛନ୍ତି ।

Leave A Reply

Your email address will not be published.