ଯୋରନ୍ଦା ଗ୍ରାମ ପଞ୍ଚାୟତର ନୂତନ ସରପଞ୍ଚଙ୍କ ଦାୟିତ୍ୱ ଗ୍ରହଣ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକର ଯୋରନ୍ଦା ଗ୍ରାମ ପଞ୍ଚାୟତରେ ସମସ୍ତ ୱାର୍ଡ ସଭ୍ୟ ସଭ୍ୟାଙ୍କ ଉପସ୍ଥିତିରେ ଗତକାଲି ନୂତନ ଭାବେ ନିର୍ବାଚିତ ସରପଞ୍ଚ ଆରତୀ ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି । ପତ୍ୟୁଶ ହରି ପ୍ରଧାନ ସମସ୍ତଙ୍କ ସହମତି କ୍ରମେ ନାଏବ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ।

Leave A Reply

Your email address will not be published.