csstore

ଡମ୍ବରୁ ମାଝିଙ୍କୁ କେବେ ମିଳିବ ବାର୍ଦ୍ଧକ୍ୟ ଭତ୍ତା ?

ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହିଆଲ ଗାଁ ଗଉନ୍ତିଆପଡାର ଡମ୍ବରୁ ମାଝି (୬୮) ନିଃସନ୍ତାନ ଭୂମିହୀନ ବୃଦ୍ଧ ଅନେକ ଥର ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟକୁ ବାର୍ଦ୍ଧକ୍ୟ ଭତ୍ତା ପାଇବା ଆଶାରେ ଦୁଃଖ ଗୁହାରି କରିଥିଲେ ସୁଦ୍ଧା ଏଯାଏଁ ଭତ୍ତା ପାଇବାରୁ ବଞ୍ଚିତଥିବା ଅଭିଯୋଗ ହୋଇଛି । ଏଭଳି ନୀରିହ ବୃଦ୍ଧ ବାର୍ଦ୍ଧକ୍ୟ ଭତ୍ତା ପାଇବ କେବେ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ଡମ୍ବରୁ ମାଝିଙ୍କ କୁଲି ମଜୁରି କାର୍ୟ୍ୟ କରି ନିଜ ଓ ନିଜ ସ୍ତ୍ରୀର ପେଟ ପୋଷନ୍ତି ତେବେ ଶ୍ରୀ ମାଝୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।

jayashree
Leave A Reply

Your email address will not be published.