ଯୁବକଙ୍କୁୁ ଧକ୍କା ଦେଲା ଆମ୍ବୁଲାନ୍ସ

ଉଲୁଣ୍ଡା : ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟୁପାଲି ନିକଟରେ ଏକ ଆମ୍ବୁଲାନ୍ସ ଜଣେ ଯୁବକଙ୍କୁ ଧକ୍କା ଦେଇ ନିଜେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ମାଟୁପାଲିର ଜଣେ ଯୁବକଙ୍କୁ ଆମ୍ବୁଲାନ୍ସ ଧକ୍କା ଦେବା ପରେ ଆମ୍ବୁଲାନ୍ସ ମଧ୍ୟ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ଓ ଫଳରେ ଯୁବକ ଜଣକ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

Leave A Reply

Your email address will not be published.