ଅଧିକ ସତର୍କତା, ଅଧିକ ସୁରକ୍ଷା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ଭୂତାଣୁ ସଂକ୍ରମଣର ୩ୟ ଲହର ପରିପ୍ରେକ୍ଷୀରେ ଆମକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡିବ । ଅଯଥା ମିଳାମିଶା, ଭିଡ, ଜନଗହଳି ସ୍ଥାନରୁ ଦୂରେଇ ରୁହନ୍ତୁ । ସଠିକ୍ ଭାବରେ ମାସ୍କ ପରିଧାନ ନିଶ୍ଚିତ କରନ୍ତୁ । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.