csstore

ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀ : ୨୪ଦିନରେ ପହଂଚିଲା ଗଣଧାରଣା

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ଦାବୀ ଆଜି ୨୪ ଦିନରେ ପହଂଚି ଥିବାବେଳେ ଆଜି ଏହି ଗଣଧାରଣାରେ କର୍ଲାମୁଣ୍ଡା ବ୍ଲକ ସାପଲହରା ପଞ୍ଚାୟତବାସୀ ସମର୍ଥନ ଜଣାଇ ଗଣଧାରଣାରେ ସାମିଲ ହୋଇଛନ୍ତି । ସଂଗ୍ରାମ ମଂଚର ସଭାପତି ପ୍ରକାଶ ଚନ୍ଦ୍ର ମାଝୀ ଏବଂ ଯୁବନେତା ବିଭୂତି ଭୂଷଣ ମହାଖୁଡ଼ଙ୍କ ସମେତ ଅନ୍ୟମାନଙ୍କ ମଧ୍ୟରେ ସାପଲହରା ସରପଂଚ ପୃଥ୍ୱୀରାଜ ମାଝୀ, ସମିତି ସଭ୍ୟ ନିରଞ୍ଜନ ମାଝୀ, ଭୈରବ ସାହୁ, ଲକ୍ଷ୍ମୀପ୍ରସାଦ ସାହୁ ନୀଳାମ୍ବର ବେହେରା, ବିଘ୍ନେ ରଣା, ତୁଷାର ରଂଜନ ମାଝୀ, କୁବେର ବାଗ, ଦୟାନିଧି ପାତ୍ର, ସୁରେଶ ଚନ୍ଦ୍ର ମାଝୀ, ମୁରଲୀଧର ସାହୁ, ବାବୁଲାଲ ସାହୁ, ରାଜୁ ମାଝୀ, ଚନ୍ଦ୍ରମଣି ନାଗ, ଦାମୋଦର ଜାନୀ, ଶଶୀବର୍ଣ୍ଣ ରଣା, ହେମସାଗର ସାହୁ, ହଳଧର ରଣା, କୈଳାସଚନ୍ଦ୍ର ମାଝୀ, ଗଂଗାଧର ପ୍ରହରାଜ, ପଣ୍ଡିତ ବିଭାର ପ୍ରମୁଖ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.