ls

ଜିଲ୍ଲା ପ୍ରାଥମିକ ସଂଘର ନୂଆଁଖାଇ ଭେଟଘାଟ ପାଳିତ

sb

ବଲାଙ୍ଗିର, (କେପିଏନ୍‌ଏସ୍‌) : ରବିବାର ଦିନ ପୂର୍ବାହ୍ନ ୧୨ଟାରୁ ଅପରାହ୍ନ ୨ଟା ମଧ୍ୟରେ ଜିଲ୍ଲା ସଭ।ପତି ଦେବଦତ୍ତ ମେହେରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଶ୍ୟାମ ସୁନ୍ଦର ଦାଶ, ସମ୍ମାନିତ ଅତିଥି ବାମଦେବ ମିଶ୍ର, ଉପଦେଷ୍ଟା ସୁଚିତ୍ର ସୁନା, ଶାନ୍ତିଲତା ସାହୁଙ୍କ ଉପସ୍ଥିତିରେ ବଲାଙ୍ଗିର ସ୍ଥିତ ସଂଘ ଭବନରେ ‘ନୂଆଖାଇ ଭେଟଘାଟ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଂଗଠନର ସାଧାରଣ ସମ୍ପାଦକ ହରେକୃଷ୍ଣ ରଥ ସମସ୍ତଙ୍କୁ ଅଭିନନ୍ଦନ ଓ ସ୍ୱାଗତ କରିଥିଲେ । ଏହାପରେ ଏକ ସାଙ୍ଗଠନିକ ଆଲୋଚନା ଚକ୍ର କରାଯାଇଥିଲା । ସମସ୍ତ ଅତିଥିଙ୍କୁ ଆସନରେ ଅଳଙ୍କୃତ କରାଯାଇ ସମ୍ମାନିତ କରାଯାଇଥିଲା । ସଂଗଠନର ଗଣମାଧ୍ୟମ ସଂଯୋଜକ ବନମାଳୀ ସାହୁ ଆଲୋଚନା ଚକ୍ରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ‘ଶିକ୍ଷକ ଭବନ ଓ ସଂଗଠନ’ ଶୀର୍ଷକ ପ୍ରସଙ୍ଗରେ ସଂଗଠନର ପରାମର୍ଶଦାତା ସୂଚିତ୍ର ସୁନା, ଶାନ୍ତିଲତା ସାହୁ, ମଧୁସୂଦନ ନାୟକ, ବନମାଳୀ ସାହୁ, ଭରତ ମହାକୁର, ବିଭୁତି ନାୟକ, ସୁଧାଂଶୁ ଶେଖର ପଟେଲ, ସବିତା ମହରା, ଦୁର୍ଯ୍ୟୋଧନ ପଶାୟତ, ସମ୍ମାନିତ ଅତିଥି ବାମଦେବ ମିଶ୍ର, ମୁଖ୍ୟ ଅତିଥି ଶ୍ୟାମ ସୁନ୍ଦର ଦାଶ ପ୍ରମୁଖ ନୂଆଁଖାଇର ଶୁଭେଚ୍ଛା ସହ ନିଜ ନିଜ ମତବ୍ୟକ୍ତ କରିଥିଲେ । ଏହା ସହ କେତେକ ନିଷ୍ପତ୍ତି ନିଆଯାଇଥିଲା । ଛାତ୍ରମାନଙ୍କ ପ୍ରତି ଶିକ୍ଷକ ମାନଙ୍କର ଘରକୁ ଘର ଯାଇ ଶିକ୍ଷାଦାନ, ପ୍ରେରଣା ଓ ସହଯୋଗ ପାଇଁ ନିଷ୍ପତ୍ତି ହୋଇଥିଲା । ଏହାପରେ ଶିକ୍ଷକ ଭବନ ପାଇଁ ଭୂମି ଅଧିଗ୍ରହଣ ଓ ଅନୁଦାନ ତଥା ଏଥିପାଇଁ ଏକ କମିଟି ଗଠନ କରାଗଲା । ଅନୁପମା ପ୍ରହରାଜ ଓ ବନମାଳୀ ସାହୁଙ୍କ ନାଁରେ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ନିଷ୍ପତ୍ତି ନିଆଗଲା । ସେପ୍ଟେମ୍ବର ୨୬ ତାରିଖ ପରେ ଜମି ଅଧିଗ୍ରହଣ ଓ ଭବନ ପାଇଁ କମିଟି କାର୍ଯ୍ୟରତ ହେବ । ଏହି କମିଟିରେ ଜୟଦେବ ବିଶି, ଶୁଧାଂଶୁ ପଟେଲ, ମଧୁସୂଦନ ନାୟକ, ଶାନ୍ତିଲତା ସାହୁ, ଦୁର୍ଯ୍ୟୋଧନ ପସାୟତ, ଇନ୍ଦୁ ଭୂଷଣ ଡ।ଙ୍ଗ, ଦେବଦତ୍ତ ମେହେର ହରେକୃଷ୍ଣ ରଥ, ସବିତ ମୋହରା ପ୍ରଭୃତି ସଦସ୍ୟ କମିଟିର ସଦସ୍ୟ ହେଲେ । ଏହି କମିଟିର ପୃଷ୍ଠପୋଷାକତ।ରେ ରହିଲେ ମିନକେତନ ଡ।ଙ୍ଗ । ଭୋଜନ ବିରତି ପରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶାନ୍ତିଲତା ସାହୁ, ଇନ୍ଦୁଭୂଷଣ ଡାଙ୍ଗ, ସବିତା ମହରା, ହେମନ୍ତ ଦାଶ ଆଦି ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ ଅନୁପମା ପ୍ରହରାଜ ଧନ୍ୟବାଦ ଅର୍ପଣ କରିଥିଲେ ।

pc pk
42 Comments
  1. highest rated canadian pharmacies https://pinshape.com/users/2441403-canadian-pharmaceuticals-online

    You’ve made your point.

    1. Koshala Prabaha says

      don’t give this type of massage. i am not interested atall.

  2. cialis 20 mg pinshape.com/users/2441621-canadian-pharmaceutical-companies

    Really a good deal of beneficial facts!

  3. stromectol france

    buy stromectol fitndance https://reallygoodemails.com/orderstromectoloverthecounter

    Lovely postings. Regards.

  4. dose for stromectol

    stromectol india https://challonge.com/en/orderstromectoloverthecounter

    Appreciate it! Lots of information!

  5. Viagra generique https://canadajobscenter.com/author/buystromectol/

    Wow tons of helpful knowledge.

  6. canada drugs

    northwest pharmacy canada https://canadianpharmaceuticalsonline.bandcamp.com/releases

    You said it perfectly.!

  7. Viagra tablets https://ktqt.ftu.edu.vn/en/question list/canadian-pharmaceuticals-for-usa-sales/

    Incredible loads of excellent info!

  8. Viagra vs viagra https://aoc.stamford.edu/profile/Stromectol/

    Very good forum posts. Regards.

  9. ivermectin tablets

    order stromectol over the counter https://ktqt.ftu.edu.vn/en/question list/order-stromectol-over-the-counter-10/

    You definitely made your point!

  10. stromectol rosacea

    stromectol nuzeniec https://www.repairanswers.net/question/order-stromectol-over-the-counter-2/

    Appreciate it. Ample posts.

  11. Viagra for sale https://canadajobscenter.com/author/arpreparof1989/

    Truly quite a lot of terrific facts!

  12. Viagra 5 mg funziona https://aoc.stamford.edu/profile/goatunmantmen/

    Point very well utilized!.

  13. Viagra tablets https://web904.com/stromectol-buy/

    Wow plenty of valuable data!

  14. Viagra sans ordonnance https://bursuppsligme.bandcamp.com/releases

    Wonderful material. With thanks.

  15. stromectol canada

    dosage for stromectol https://soncheebarxu.estranky.cz/clanky/stromectol-for-head-lice.html

    You stated it adequately.

  16. Viagra generika https://inflavnena.zombeek.cz/

    Really a good deal of amazing facts!

  17. northwestpharmacy

    canadian online pharmacy https://sanangelolive.com/members/canadianpharmaceuticalsonlineusa

    Whoa tons of terrific knowledge!

  18. canada drugs online https://www.dogpile.com/serp?q=“My Canadian Pharmacy – Extensive Assortment of Medications – 2022”

    Regards! I appreciate it.

  19. canada drug

    canada viagra https://www.bakespace.com/members/profile/Сanadian pharmaceuticals for usa sales/1541108/

    Regards, Ample material!

  20. Viagra tablets https://challonge.com/bunmiconglours

    With thanks. Ample info.

  21. how to buy stromectol https://tropkefacon.estranky.sk/clanky/buy-ivermectin-fitndance.html

    You actually said this effectively!

  22. Viagra coupon https://www.infospace.com/serp?q=“My Canadian Pharmacy – Extensive Assortment of Medications – 2022”

    Thank you, I enjoy it!

  23. reaction au stromectol https://stromectoloverthecounter.wordpress.com/

    Fine tips. Kudos.

  24. Buy viagra https://sway.office.com/bwqoJDkPTZku0kFA

    You actually mentioned it exceptionally well!

Leave A Reply

Your email address will not be published.