ହୃଦଘାତରେ ଚାଲିଗଲେ ସମିତି ସଭ୍ୟ ବିନୋଦ ବିହାରି ଜେନା

ବଡଚଣା : ବଡଚଣା ନିର୍ବାଚନ ମଣ୍ଡଳୀର ବଡ଼ ବାଲିକୁଦା ଗ୍ରାମପଞ୍ଚାୟତର ସମିତି ସଭ୍ୟ ବିନୋଦ ବିହାରି ଜେନାଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ସମିତି ସଭ୍ୟ ଶ୍ରୀ ଜେନା ଜଣେ ପରୋପକାରୀ ଏବଂ ସୁମଣିଷ ଭାବରେ ବେଶ୍‌ ପରିଚିତ ଥିଲେ । ତାଙ୍କ ଅମର ଆତ୍ମାର ସଦଗତି ସହିତ ତାଙ୍କ ଶୋକସନ୍ତପ୍ତ ପରିବାରକୁ ରାଜ୍ୟ ବିଜେପି ତଥା ବଡଚଣାର ବିରୋଧୀ ନେତା ଅମର ନାୟକ ସମବେଦନା ଜଣାଇଛନ୍ତି । ବଡଚଣା ବିଜେପିର ଅପୂରଣୀୟ କ୍ଷତି ବୋଲି ଅମର ନାୟକ ଗଣମାଧ୍ୟମକୁ ଜଣାଇଛନ୍ତି ।

Leave A Reply

Your email address will not be published.