ଭିଜିଲାନ୍ସ ଜାଲରେ ପେସ୍କ ସେକ୍ରେଟାରୀ ମସୁଦ ମହମ୍ମଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭିଜିଲାନ୍ସ ଜାଲରେ ପେସ୍କ ସେକ୍ରେଟାରୀ ମସୁଦ ମହମ୍ମଦ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ମସୁଦଙ୍କ ଘରେ ଚଢାଉ କରାଯାଉଛି । ମସୁଦ ସୋନପୁର ଜିଲ୍ଲାର ଚାରଭଟା ଓ ଦୁବୁଲା ପେସ୍କରେ ସେକ୍ରେଟାରୀ ଅଛନ୍ତି । ତେବେ ଏକକାଳୀନ ୨ଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉ ଚାଲିଥିବା ବେଳେ ସୋନପୁର ସ୍ଥିତ କାର୍ଯ୍ୟାଳୟ ଓ ବଲାଙ୍ଗିର ସାଲେପାଲି ସ୍ଥିତ ଘରେ ଚଢ଼ାଉ ଚାଲିଛି ।

Leave A Reply

Your email address will not be published.