ପୂର୍ବ ଶତୃତାକୁ ନେଇ ବିଳମ୍ବିତ ରାତିରେ ଗୁଳିକାଣ୍ଡ : ଜଣେ ଯୁବକ ଆହତ

ଅନୁଗୁଳ : ପୂର୍ବ ଶତୃତାକୁ ନେଇ ଗୁଳିମାଡ । ଅନୁଗୁଳ ବନ୍ତଳା ଥାନା ବଡକନ୍ତକୁଳ ଗାଁରେ ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି । ଏଥିରେ ଜଣେ ଯୁବକ ଆହତ ହୋଇଛନ୍ତି । ତାଙ୍କ ବାମ ହାତରେ ଗୁଲି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବନ୍ତଳା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତ ଯୁବକ ଅଖିଳ ବେହେରା ।

Leave A Reply

Your email address will not be published.