csstore

ଯଶୋଦା ଫାଉଣ୍ଡେସନ ପକ୍ଷରୁ ସାମ୍ବାଦିକଙ୍କୁ ମାକ୍ସ ଓ ସାନିଟାଇଜର ବଣ୍ଟନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଯଶୋଦା ମହିଳା ମହାବିଦ୍ୟାଳୟ ପରିସରରେ ଯଶୋଦା ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ମାନଙ୍କୁ ମାକ୍ସ ଓ ସାନିଟାଇଜର ବଣ୍ଟନ କରାଯାଇଛି । କଲିକତାର ଲିଲି ଫାଉଣ୍ଡେସନର ସହଯୋଗରେ ଏହି କରୋନା ସୁରକ୍ଷା ସାମଗ୍ରୀକୁ ଅନୁଷ୍ଠାନର ମଙ୍ଗରାଜ ପାଣ୍ଡା ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଦାନ କରିଛନ୍ତି ।ରବିନ୍ଦ୍ର କୁମାର ପଣ୍ଡା, ଉମାକାନ୍ତ ବେହେରା, ଶବର କୁମାର ତରାଇ, ବିଦ୍ୟାଧର ସାହୁ, ବଟକୃଷ୍ଣ ରାଉଳ, ନିରଞ୍ଜନ ପରିଡା, ରାମଚନ୍ଦ୍ର ବେହେରା, ବିଜୟଲକ୍ଷ୍ମୀ ମହାକୁଡ ପ୍ରମୁଖ ସାମ୍ବାଦିକ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.