ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ୨୬ଟି ପଞ୍ଚାୟତ ମଧ୍ୟରୁ ୨୪ଟି ପଞ୍ଚାୟତରେ ଆଜି ସଂକ୍ରମଣ ଶୂନ୍ୟ ରହିଛି । ଶନିବାର ଦିନ ବ୍ଲକର ୨ଟି ପଞ୍ଚାୟତରୁ ମାତ୍ର ୪ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସରକାରୀ ରିପୋର୍ଟ ଅନୁଯାୟୀ ଗୁଡ଼ଖାପଲା ୩ଜଣ ଓ ସାରସମାଲ ପଞ୍ଚାୟତରେ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Prev Post