ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ମୃତକଙ୍କ ପରିବରାର ବର୍ଗଙ୍କୁ ଭେଟିଲେ ବିଧାୟକ ମୁକେଶ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ଭୋର ୫ ଟାରେ ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ଆଗଲପୁର ବ୍ଲକ ଭରସୁଜା ପଞ୍ଚାୟତର ଦର୍ଲିପାଲି ଗ୍ରାମର ବିରଞ୍ଚି ସାହୁଙ୍କ ପରିବାର ବର୍ଗଙ୍କୁ ଭେଟିଛନ୍ତି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ । ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ବନବିଭାଗ ତରଫରୁ ସହୟତା ଦେବାପାଇଁ ବଲାଙ୍ଗିର ଡିଏଫ୍‌ଓଙ୍କୁ ଜଣାଇଥିଲେ ବିଧାୟକ ମୁକେଶ ।

Leave A Reply

Your email address will not be published.