ଲରମ୍ଭା ମହାବିଦ୍ୟାଳୟରେ ଏବିଭିପିର ନୂତନ କ୍ୟାମ୍ପସ କମିଟି ଗଠିତ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବରଗଡ ଜିଲ୍ଲା ତରଫରୁ ଲରମ୍ଭା ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଯିବା ସହ ନୂତନ କ୍ୟାମ୍ପସ କମିଟି ଗଠନ କରାଯାଇଥିଲା । ଯେଉଁଥିରେ ସଭାପତି ଭାବରେ ରୋନକ ଅଗ୍ରୱାଲ, ଉପ-ସଭାପତି ପୁଷ୍ପା ଭୁସଗାର, ସମ୍ପାଦକ ଅଭିଷେକ ଜେନା ଓ ସହ-ସମ୍ପାଦିକା ଭାବରେ ବୀଣାପାଣି କରଙ୍କୁ ଚୟନ କରାଯାଇଛି ।

Leave A Reply

Your email address will not be published.