csstore

ଭାରତ ରତ୍ନ ଡ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ

ଦେଓଗାଁ, (ମନୀଶ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ପଞ୍ଚାୟତ କୁଲିଆବାହାଲରେ ଭାରତରତ୍ନ ଡ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରୀନା ମେହେର, ବିଡ଼ିଓ ମୂରଳୀଧର ନାୟକ, ପୂର୍ବ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ଗୌତମ ମେହେର, ରୂପାଲୀ ମହାନନ୍ଦ, ଦିନେଶ ନାଗ, ସାଲେପାଲି ସରପଞ୍ଚ ନିଳାଞ୍ଚଳ କୂଅଁରଙ୍କ ସହ ଜରାସିଂହା ସରପଞ୍ଚ କୁଶମଣୀ ମେହେର ପ୍ରମୂଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.