କୋରାପୁଟ, (କେପିଏନ୍ଏସ୍) : କୋରାପୁଟ ଜିଲ୍ଲାର ଉପାନ୍ତ ଅଞ୍ଚଳ କୋଟିଆ ଗ୍ରାମ ପଞ୍ଚାୟତରେ ଓଡିଶା ଦିବସ ପାଳନ ହୋଇଛି । ଏହି କାର୍ୟ୍ୟକ୍ରମରେ ପଟ୍ଟାଙ୍ଗୀ ବିଧାୟକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, କୋରାପୁଟ ଉପ ଜିଲ୍ଲାପାଳ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଏବଂ କୋଟିଆ ସରପଞ୍ଚ ଉପସ୍ଥିତ ଥିଲେ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।
Prev Post
Next Post