ଆଜିଠାରୁ ବୌଦ୍ଧର ଷଷ୍ଟଦଶ ପୁସ୍ତକ ମେଳା

ବୌଦ୍ଧ, (ମମତା ମହାକୁର) : ଆଜିଠାରୁ ବୌଦ୍ଧର ଷଷ୍ଟଦଶ ପୁସ୍ତକମେଳା ଜିଲା ଜରନାଲିଷ୍ଟ ଫୋରମର ବାର୍ଷିକ ଉତ୍ସବ ଅବସରରେ ୨୭ ଓ୨୮ ଦୁଇଦିନ ଧରି ବୌଦ୍ଧ ଟାଉନହଲ ଠାରେ ଅନୁଷ୍ଟିତ ହେବ । ଏଥିରେ ବୌଦ୍ଧ ଜିଲ୍ଲାର ପୁସ୍ତକ ଓ ପତ୍ରପତ୍ରିକା ପ୍ରଦର୍ଶନୀ ଅନୁଷ୍ଠିତ ହେବାସହ କବିତା ଆସର ଓ ବ୍ୟଙ୍ଗ କବି ସ‌ମ୍ମିଳନୀ ମଧ୍ୟ ଅନୁଷ୍ଠିତ ହେବ ବୋଲି ଜରନାଲିଷ୍ଟ ଫୋରମର ସଭାପତି ଦିବ୍ୟଶଙ୍କର ରାଉତ ଓ ସାଧାରଣ ସମ୍ପାଦକ ଯୁଗଳ କିଶୋର ସାମଲ ଜଣାଇଛନ୍ତି ।

Leave A Reply

Your email address will not be published.