ବଲିଉଡରେ ଚମକ ସୃଷ୍ଟି କରିଥିବା ପ୍ରିୟଙ୍କା ଚୋପ୍ରାଙ୍କ ପୁସ୍ତକ ‘ଅନ୍‌ଫିନିସ୍‌ଡ଼୍‌’ ପ୍ରକାଶିତ

ମୁ‌ମ୍ବାଇ : ବଲିଉଡରେ ଚମକ ସୃଷ୍ଟି କରିଥିବା ପ୍ରିୟଙ୍କା ଚୋପ୍ରା ଲେଖିକା ହୋଇ ସାରିଥିବା ବେଳେ ନିକଟରେ ତାଙ୍କ ପୁସ୍ତକ ‘ଅନ୍‌ଫିନିସ୍‌ଡ଼୍‌’ ଲୋକଙ୍କ ସାମ୍ନାରେ ଆସିଛି । ଏହି ବହିରେ ଅଭିନେତ୍ରୀ ତାଙ୍କ ବୋର୍ଡିଂ ସ୍କୁଲରୁ ବଲିଉଡ ଯାଏ ସମୟର ଥଟ୍ଟା, ଘୃଣ୍ୟ ମନ୍ତବ୍ୟ ଏବଂ ଖରାପ ଫ୍ୟାଶନ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି । ପ୍ରିୟଙ୍କା ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ, ବୃତ୍ତିଗତ ଜୀବନରେ ତାଙ୍କ ନାକକୁ କିପରି ପରିହାସ କରାଯାଇଥିଲା, ଯାହା ତାଙ୍କୁ ବହୁତ ଆଘାତ ଦେଇଛି ।

Leave A Reply

Your email address will not be published.