jsm

ଅଲ ଓଡ଼ିଶା ଆର୍ଟିଷ୍ଟ ପ୍ରିମିୟମ ଲିଗ ଫୋର୍ଥ ସିଜନ ଉଦଘାଟିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧୀ ଷ୍ଟାଡିୟମରେ ଅଲ ଓଡ଼ିଶା ଆର୍ଟିଷ୍ଟ ପ୍ରିମିୟମ ଲିଗ ଫୋର୍ଥ ସିଜନର ଉଦଘାଟନ ହୋଇଯାଇଥିବା ନେଇ ସୂଚନା ରହିିଛି । ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରମୀତୀ ଲିକା ସାହୁ ଏବଂ ସଦର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ ଯୋଗଦେଇ ପ୍ରତିଯୋଗିତାର ଉଦଘାଟନ କରିବା ସହିତ ଆୟୋଜକ ତଥା ଖେଳାଳି ମାନଙ୍କୁ ଉତ୍ସାହିତ କରିଥିବା ଜଣାପଡ଼ିଛି ।

yuvodaya
Leave A Reply

Your email address will not be published.