jsm

ଏନ୍‌.ଏସ୍.ଏସ୍‌’ର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

csstore

ପାଟଣାଗଡ଼ : ଗତ ଶନିବାର ଦିନ ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଇଁସା ବଲାଙ୍ଗିରର ସେବା ଯୋଜନା ବିଭାଗ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସେବା ଯୋଜନା ବିଭାଗର ଅଧିକାରୀ ସନ୍ତୋଷ କୁମାର ରାଉତ ଙ୍କକାର୍ଯ୍ୟକ୍ରମ ତତ୍ୱାବଧାନରେ ତଥା ଗୃପ ଲିଡର ରାଜକୁମାର ନାଏକଙ୍କ ନେତୃତ୍ୱରେ ବିଦ୍ୟାଳୟର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରକାଶ ଥାଉ କି ଚଳିତ ବର୍ଷ ବିଶ୍ୱବିଦ୍ୟାଳୟର ଏନ୍‌.ଏସ୍.ଏସ୍ ବିଭାଗ ତରଫରୁ ଅଧ୍ୟକ୍ଷ ଠଣସୁନ୍ଦର ମେହେରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସଫେଇ କାର୍ଯ୍ୟକ୍ରମ ସହିତ ବୃକ୍ଷରୋପଣ, ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର, ହରଘର ତ୍ରିରଙ୍ଗା, ସଡ଼କ ସଚେତନତା, ଏଡସ୍ ସଚେତନତା, ଏନ୍.ଏସ୍. ଏସ୍ ଡେ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗୁଡିକ ସୁନ୍ଦର ଭାବରେ ଅନୁଷ୍ଠିତ ହୋଇଯାଇଛି ।

yuvodaya
Leave A Reply

Your email address will not be published.