ଶତାୟୁ ମହିଳାଙ୍କ ପରଲୋକ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହରର ଜଣେ ଧର୍ମପରାୟଣ ଶତାୟୁ ମହିଳା ସ୍ନେହଲତା ସିଂହଙ୍କ ୧୦୩ ବର୍ଷ ବୟସରେ ନିଜସ୍ଵ ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କର ଜୀବନ କାଳ ମଧ୍ୟରେ ଗ୍ରାମ୍ୟ ଜୀବନରୁ ଆରମ୍ଭ କରି ସହରୀ ଜୀବନ ମଧ୍ୟରେ ସମସ୍ତଙ୍କ ମଧ୍ୟରେ ଧର୍ମୀୟ ଅନୁଚିନ୍ତାକୁ ନେଇ ବାନ୍ଧି ରଖିଥିଲେ । ତାଙ୍କରି ମୃତ୍ୟୁ ଖବର ପାଇବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ସମସ୍ତ ପରିବାର ଲୋକ ଉପସ୍ଥିତ ଥିବା ବେଳେ ସାନ ପୁଅ ଧୀରେନ୍ଦ୍ର ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.